ETV Bharat / state

ଭଞ୍ଜନଗରରେ ଗଞ୍ଜେଇ ଭର୍ତ୍ତି କାର ଜବତ, 3 ଅଟକ - ganjam news

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ପୋଲିସ ପିଛା କରି ଗଞ୍ଜେଇ ସହ କାରରେ ଥିବା ତିନି ଜଣ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ganja-seize-in-car-by-bhnajangar-police-and-three-accused-in-custody-ganjam-district
ଭଞ୍ଜନଗରରେ ଗଞ୍ଜେଇ ଭର୍ତି କାର ଜବତ,ତିନି ଅଟକ
author img

By

Published : Jan 17, 2020, 10:58 AM IST

ଭଞ୍ଜନଗର: ଗଞ୍ଜେଇ ଭର୍ତ୍ତି କାର ଜବତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରୁ ପୋଲିସ ପିଛାକରି ଗଞ୍ଜେଇ ସହ କାରରେ ଥିବା ତିନି ଜଣ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ganja-seize-in-car-by-bhnajangar-police-and-three-accused-in-custody-ganjam-district
ଭଞ୍ଜନଗରରେ ଗଞ୍ଜେଇ ଭର୍ତି କାର ଜବତ,ତିନି ଅଟକ

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ନୀଳ ରଙ୍ଗର କାରରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଭଞ୍ଜନଗର ଠାରେ କାରଟିକୁ ଅଟକାଇଥିଲା । କିନ୍ତୁ କାରଟି ଦୃତ ଗତିରେ ଗାମୁଣ୍ଡି ଗ୍ରାମ ଭିତରେ ପଶିଯାଇଥିଲା । ସାମ୍ନା ପଟୁ ଏକ ଅଟୋ ଆସୁଥିବାରୁ ସେମାନେ ଯାଇପାରିନଥିଲେ ଏହାପରେ ପୋଲିସ ପିଛା କରି ଗାମୁଣ୍ଡିରେ କାବୁ କରିଥିଲା। ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରୁ ଗଂଜେଇ ଭର୍ତି କାର କୁ ଜବତ କଲା ପୋଲିସ କାର ରେ ଥିବା ତିନି ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ସୂଚନା ପ୍ରକାରେ ଆଜି ସକାଳେ ଏକ ନୀଳ ରଙ୍ଗର କାରରେ ଗଂଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଭଞ୍ଜନଗର ଠାରେ କାରଟିକୁ ଅଟକାଇଥିଲା କାରଟି ଦୃତ ଗତିରେ ଗାମୁଣ୍ଡି ଗ୍ରାମ ଭିତରେ ପଶିଯାଇଥିଲା ସାମ୍ନା ପଟୁ ଏକ ଅଟୋ ଆସୁଥିବାରୁ ସେମାନେ ଯାଇପାରିନଥିଲେ ପୋଲିସ ପିଛା କରି ଗାମୁଣ୍ଡି ରେ କାବୁ କରିଥିଲା ତଦନ୍ତ ପରେ କେତେ ଗଂଜେଇ ଅଛି କେଉଁଠିକୁ ଯାଉଥିଲେ ସୂଚନା ଦିଆଯିବ ବୋଲି ପୋଲିସ କହିଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.