ETV Bharat / state

ବିଜେଡି ଜନସମ୍ପର୍କ ପଦଯାତ୍ରା ଶେଷ, ସରକାରଙ୍କ ଯୋଜନା ହୋହରାଇଲେ ବିଧାୟକ - ବୁଗୁଡାରେ ବିଜେଡି ପଦଯାତ୍ରା

ବୁଗୁଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବାବେଳେ ବହୁ ସଂଖ୍ୟାରେ ଲୋକ ସାମିଲ ଥିଲେ ।

ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶେଷ
author img

By

Published : Oct 31, 2019, 11:44 PM IST

ଗଞ୍ଜାମ: ବୁଗୁଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବାବେଳେ ବହୁ ସଂଖ୍ୟାରେ ଜନତା ସାମିଲ ଥିଲେ ।

ଧୁମଧାମରେ ସରିଲା ବିଜେଡି ପଦଯାତ୍ରା

ଏହି କାର୍ଯ୍ୟକ୍ରମରେ ବୁଗୁଡା ବଡ଼ଦାଣ୍ଡରୁ ପଦଯାତ୍ରା ଅରମ୍ଭ ହୋଇ ବସଷ୍ଟାଣ୍ଡର ସଭାସ୍ଥଳରେ ପହଞ୍ଚିଥିଲେ । ଉପସ୍ଥିତ ଥିବା ନେତାମାନେ ସରକାରଙ୍କ ବିଭିର୍ଣ୍ଣ ଜନ ହିତକାରୀ ଯୋଜନା ସମ୍ପର୍କରେ ଜନତାଙ୍କୁ ଅବଗତ କରାଇଥିଲେ ।

ସେପଟେ ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ‘ମୋ ସରକାର’ ବିଷୟରେ ଉପସ୍ଥିତ ଥିବା କର୍ମୀକୁ ଅବଗତ କରାଇଥିଲେ । ମେଡିକାଲରେ ରୋଗୀସେବା ହେଉ କି, ଥାନାରେ ଅଭିଯୋଗ ହେଉ ଉତ୍ତମ ବ୍ୟବହାର ସାଙ୍ଗକୁ ତ୍ବରିତ ନ୍ୟାୟ ପ୍ରଦାନ ସବୁଥିରେ ସରକାରଙ୍କ ଜନହିତକାରୀ ଯୋଜନ କିପରି ଲୋକଙ୍କ ପାଖରେ ପହଞ୍ଚିବ । ସେ ନେଇ ଅକ୍ଟୋବର 2ରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ପୋଲସରା ନିର୍ବାଚନୀ ମଣ୍ଡଳୀର ବୁଗୁଡା ଠାରେ ବିଜେଡି ଦଳର ଜନ ସମ୍ପର୍କ ପଦଯାତ୍ରା ର ଉଜାପନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବାବେଳେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିଲେ ବୁଗୁଡା ବଡ଼ଦାଣ୍ଡ ରୁ ପଦଯାତ୍ରା ଅରମ୍ଭହୋଇ ବସଷ୍ଟାଣ୍ଡ ର ସଭାସ୍ଥଳରେ ପହଂଚି ଥିଲେ ଉପସ୍ଥିତଥିବା ନେତାମାନେ ସରକାରଙ୍କ ବିଭିର୍ଣ୍ଣ ଜନହିତକାରୀଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ସେସରେ ବିଧାୟକ ଶ୍ରୀକାନ୍ତ ସାହୁ କହିଛନ୍ତି ସରକାରଙ୍କ ମୋସରକାର ବିଷୟରେ ଉପସ୍ଥିତଥିବା କର୍ମୀ ମାନକୁ ଅବଗତ କରାଇଥିଲେ କିପରି ସରକାର ସ୍ୱଚ୍ଛତା ଆଣିବାକୁ ଯାଉଛନ୍ତି ମେଡିକାଲରେ ରୋଗୀସେବା ହେଉ କି ପୋଲିସ ଥାନାରେ ଅଭିଯୋଗ କରିବାକୁ ଗଲେ ଉତ୍ତମ ବ୍ୟବହାର ସାଙ୍ଗକୁ ତ୍ୱରିତ ନ୍ୟାୟ ପ୍ରଦାନ ସବୁଥିରେ ସରକାରଙ୍କ ଜନହିତକାରୀ ଯୋଜନ କିପରି ଲୋକଙ୍କ ପାଖରେ ପହଞ୍ଚିବ ଲୋକେ ଉପକୃତ ହେବେ ସେ ଉପରେ କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଙ୍କ ନିର୍ଦେଶକ୍ରମେ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଅକ୍ଟୋବର 31 ରେ ସମାପ୍ତ ହେଉଛି

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.