ETV Bharat / state

ବିଚ୍ ସାକ୍ସ ପ୍ରକଳ୍ପକୁ ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନର ତୀବ୍ର ବିରୋଧ

ବିଚ୍ ସାକ୍ସ ପ୍ରକଳ୍ପକୁ ନେଇ ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନର ତୀବ୍ର ବିରୋଧ । ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଏହାକୁ ତୀବ୍ର ବିରୋଧ କରିଥିଲେ । ଅଧିକ ପଢନ୍ତୁ...

beach sacks in berhampur  agitation by different origanisation
ବିଚ୍ ସାକ୍ସ ପ୍ରକଳ୍ପକୁ ନେଇ ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନର ତ୍ରୀବ୍ର ବିରୋଧ
author img

By

Published : Sep 3, 2021, 10:49 PM IST

ବ୍ରହ୍ମପୁର: ବିଚ୍ ସାକ୍ସ ପ୍ରକଳ୍ପକୁ ନେଇ ବ୍ରହ୍ମପୁର ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କରାଯାଇଛି ତୀବ୍ର ବିରୋଧ କରାଯାଇଥି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଅବସରରେ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଗୋପାଳପୁର ସହରର ସାଧାରଣ ଜନତାଙ୍କୁ ବିରୋଧ କରିଛନ୍ତି ।

ବିଚ୍ ସାକ୍ସ ପ୍ରକଳ୍ପକୁ ନେଇ ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନର ତ୍ରୀବ୍ର ବିରୋଧ

ସାରା ବିଶ୍ବର ଓଡିଆ ସଂସ୍କୃତି ଜଗନ୍ନାଥଙ୍କ ସଂସ୍କୃତି ଭାବେ ପ୍ରସିଦ୍ଧ । ରାଜ୍ୟରେ ମଦ କୁଡିଆ ଖୋଲାଯିବା ବିଷୟରୁ ସରକାର ତୁରନ୍ତ ବିରତ ରହିବାକୁ ଦାବି କରିଥିଲେ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମି କୂଳରେ ବସି ମୁକ୍ତାକାଶରେ ପର୍ଯ୍ୟଟକ ମାନେ ବିୟର ପିଇବା ମଜ୍ଜା ନେବା ପାଇଁ ବିଚ୍ ସାକ୍ସ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହାକୁ ସ୍ଥାନୀୟ ଅଞ୍ଚଳରେ ତ୍ରୀବ୍ର ବିରୋଧ କରିଛନ୍ତି ।

ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ଦାବି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନାମରେ ଏଭଳି ନିଷ୍ପତ୍ତିକୁ ବାତିଲ ନକଲେ ଦୃଢ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯିବା ପରେ ସହରର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଥିଲା ।

ଏହି ଅବସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଭିନ୍ନ ସଙ୍ଗଠନ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.