ETV Bharat / state

ବିଚାରାଧୀନ କଏଦୀର ମୃତ୍ୟୁ - ବେଗୁନିଆପଡା ଫାଣ୍ଡି

ଜେଲ ହାଜତରେ ବିଚାରଧିନ କଏଦୀଙ୍କ ମୃତ୍ୟୁ । ମୃତ୍ୟୁକୁ ନେଇ ବଢିଲା ସସପେନ୍ସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 20, 2019, 7:34 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଦଳା ସବ ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବେଗୁନିଆପଡା ଫାଣ୍ଡି ଅଧିନସ୍ଥ ତିରିଡା ଗ୍ରାମର ପଙ୍କଜ ଦାସ । ଚୋରି ଅଭିଯୋଗରେ ଗତ ସେପ୍ଟେମ୍ବର ୪ ତାରିଖରେ ଗିରଫ ହୋଇ ଜେଲରେ ଥିଲେ ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ହେଲେ ଜେଲରେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଗିରଫ ହୋଇ ଜେଲ ହାଜତକୁ ଆସିବାର 15 ଦିନ ମଧ୍ୟରେ ଏମିତି କଣ ତାଙ୍କର ସ୍ବାସ୍ଥ୍ୟ ଖରାପ ହେଲା ତାହା ପୋଲିସ ସ୍ପଷ୍ଟ କରୁନି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର କୋଦଳା ସବ୍ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିରିଡା ଗ୍ରାମର ପଙ୍କଜ ଦାସ । ଏକ ଚୋରୀ ମାମଲାରେ ଅଭିଯୋଗରେ ଗତ ସେପ୍ଟେମ୍ବର ୪ ତାରିଖରେ ଗିରଫ ହୋଇ ଜେଲକୁ ଆସିଥିଲେ। ପ୍ରଥମେ ତାକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେଠାରୁ ଶବ ଵ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରଶ୍ନ ଉଠୁଛି ଯେ ସେ ଜେଲକୁ ଆସିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଜେଲ ମଧ୍ୟରେ କେବେ ବି ସ୍ବାସ୍ଥ୍ୟ ଖରାପ ହୋଇନଥିବା ବେଳେ ହଠାତ ପଙ୍କଜ କିଭଳି ମୃତ୍ୟୁ ବରଣ କଲା ତାହା ସନ୍ଦେହ ଘେରରେ |Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.