ETV Bharat / state

ଗଞ୍ଜାମରେ ଭୟଙ୍କର ସ୍ଥିତି, ଆଉ 8 କୋଭିଡ କେୟାର ସହ ଡେଡିକେଟେଡ ହେଲଥ୍‌ ସେଣ୍ଟର ପ୍ରସ୍ତୁତ - 8 ଟି କୋଭିଡ କେୟାର ସହ ଡେଡିକେଟେଡ ହେଲଥ୍‌ ସେଣ୍ଟର ସ୍ଥାପିତ

ଗଞ୍ଜାମରେ ଅଣାୟତ କୋରୋନା ସ୍ଥିତି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏପର୍ଯ୍ୟନ୍ତ କେବଳ ଗଞ୍ଜାମ ଜିଲ୍ଲାରେ 39 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏତିକି ବେଳେ ଜିଲ୍ଲାରେ ପ୍ରଶାସନ ପକ୍ଷରୁ 8 ଟି କୋଭିଡ କେୟାର ସେଣ୍ଟର ସହିତ ଡେଡିକେଟେଡ କୋଭିଡ ହେଲଥ୍‌ ସେଣ୍ଟର ପ୍ରସ୍ତୁତ ହୋଇଛି ।

ଗଞ୍ଜାମରେ ଭୟଙ୍କର ସ୍ଥିତି, ଆଉ 8 ଟି କୋଭିଡ କେୟାର ସହ ଡେଡିକେଟେଡ ହେଲଥ୍‌ ସେଣ୍ଟର ସ୍ଥାପିତ

author img

By

Published : Jul 12, 2020, 10:33 AM IST

Updated : Jul 12, 2020, 10:40 AM IST

ବ୍ରହ୍ମପୁର: ଚିନ୍ତା ବଢାଇଲାଣି ଗଞ୍ଜାମ ଜିଲ୍ଲା । ପ୍ରତିଦିନ ବାହାରୁଛନ୍ତି ଶହ ଶହ କୋରୋନା ପଜିଟିଭ । ଫଳରେ ଗଞ୍ଜାମ ଜିଲ୍ଲାରେ ପୁଣି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଗଲାଣି ଆଉ 8 ଟି କୋଭିଡ କେୟାର ସେଣ୍ଟର ସହିତ ଡେଡିକେଟେଡ କୋଭିଡ ହେଲଥ୍‌ ସେଣ୍ଟର ।

ଗଞ୍ଜାମରେ ଭୟଙ୍କର ସ୍ଥିତି, ଆଉ 8 ଟି କୋଭିଡ କେୟାର ସହ ଡେଡିକେଟେଡ ହେଲଥ୍‌ ସେଣ୍ଟର ସ୍ଥାପିତ
ଗଞ୍ଜାମରେ ଭୟଙ୍କର ସ୍ଥିତି, ଆଉ 8 ଟି କୋଭିଡ କେୟାର ସହ ଡେଡିକେଟେଡ ହେଲଥ୍‌ ସେଣ୍ଟର ସ୍ଥାପିତ

ସେଗୁଡିକ ହେଉଛି ବ୍ରହ୍ମପୁର ସହରରେ ରହିଥିବା ବିଜୁ ପଟ୍ଟନାୟକ ହୋମିଓପାଥିକ ମହାବିଦ୍ୟାଳୟର ଛାତ୍ରୀ ନିବାସକୁ 50 ଶଯ୍ୟା ବିଶିଷ୍ଟ ଡେଡିକେଟେଡ କୋଭିଡ ହେଲଥ୍‌ ସେଣ୍ଟର । ଏହାସହ ବ୍ରହ୍ମପୁରର ଗେଟ ବଜାର ଛକ ନିକଟରେ ରହିଥିବା ବେସରକାରୀ ଅମିତ୍ ହସପିଟାଲରେ 100 ଶଯ୍ୟା ବିଶିଷ୍ଟ ଡେଡିକେଟିଭ ହେଲଥ୍‌ ସେଣ୍ଟର, ଆସିକା ସହରରେ ରହିଥିବା ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ 100 ଶଯ୍ୟା ବିଶିଷ୍ଟ ଡେଡିକେଟିଭ ହେଲ୍ଥ ସେଣ୍ଟର , ସହରର ନୀଳକଣ୍ଠନଗର ସରସ୍ବତୀ ଶିଶୁ ମନ୍ଦିରର ଉଭୟ ଛାତ୍ର ଏବଂ ଛାତ୍ରୀ ନିବାସରେ ରହିଥିବା ମୋଟ ୫୦୦ ଶଯ୍ୟା ବିଶିଷ୍ଟ କୋଠାକୁ କୋଭିଡ କେୟାର ସେଣ୍ଟର, ଜିଲ୍ଲାର ପାତ୍ରପୁର ଏବଂ ସାନଖେମୁଣ୍ଡି ଠାରେ ରହିଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ 100 ଶଯ୍ୟା ବିଶିଷ୍ଟ ଲେଖାଏଁ କୋଭିଡ କେୟାର ସେଣ୍ଟର ସହିତ ଆସିକାର କୁଣ୍ଠ ନିରାକରଣ ଚିକିତ୍ସାଳୟ କୋଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସହିତ ବ୍ରହ୍ମପୁର ଠାରେ ରହିଥିବା ବିପିଏଚ୍ କଲେଜ ଓ ହସପିଟାଲର ୫୦ ଶଯ୍ୟା ବିଶିଷ୍ଟ କୋଠାକୁ କୋଭିଡ କେୟାର ସେଣ୍ଟର ଭାବରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ପାଇଁ ଏହା ଉଦ୍ଧିଷ୍ଟ ହେବ ବୋଲି ନିର୍ଦ୍ଦେଶ ରେ କୁହାଯାଇଛି ।

ପୂର୍ବରୁ ତିନି ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ସହିତ ଟାଟା କୋଭିଡ ହସପିଟାଲ ରହିଥିବା ବେଳେ ବର୍ତ୍ତମାନ ୮ ଟି ନୂତନ ସେଣ୍ଟରରେ ମୋଟ ୧୧୫୦ ଶଯ୍ୟା ପାଇଁ ପ୍ରସ୍ତୁତି ହୋଇ ସାରିଛି । ଏଥିରେ ପ୍ରତ୍ୟେକ ସେଣ୍ଟରରେ ନୋଡାଲ ମେଡିକାଲ ଅଧିକାରୀ , ପ୍ରଶାସନିକ ଅଧିକାରୀ , ହସପିଟାଲ ମ୍ୟାନେଜରଙ୍କୁ ନିଯୁକ୍ତ କରାଯାଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 12, 2020, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.