ETV Bharat / state

ବର୍ଷା: ବୁଡାଇଦେଲା ବସା ବେଉସା, ଏବେ ପ୍ରଶାସନ ଭରସା - Gajapati news

ବର୍ଷା ଛାଡିଛି, ହେଲେ ଛାଡି ଯାଇଥିବା କ୍ଷତ ଶୁଖିନାହିଁ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗାଲଗଣ୍ଡା ଗାଁରୁ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି
author img

By

Published : Nov 2, 2019, 2:58 PM IST

ଗଜପତି: ବର୍ଷା ଛାଡିଛି, ହେଲେ ଛାଡି ଯାଇଥିବା କ୍ଷତ ଶୁଖିନାହିଁ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗାଲଗଣ୍ଡା ଗାଁରୁ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଏଠାରେ ଭୂସ୍ଖଳନ ହୋଇଥିବାବେଳେ ମାଟିରେ ମିଶିଯାଇଥିଲା 2ଟି ଘର ଏବଂ ଅନ୍ୟ 3ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆଗକୁ ଯେମିତି କିଛି ଅଘଟଣ ନ ଘଟେ, ସେଥିପାଇଁ ଏହି ଗାଁର ଲୋକେ ଏବେ ଗାଁ ଛାଡିବାକୁ ଚାହୁଁଛନ୍ତି ।

ଗତ ସପ୍ତାହରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଥିଲା ଗଜପତି ଜିଲ୍ଲା । କେବଳ ବର୍ଷା ନାହିଁ ଭୂସ୍ଖଳନ ଫଳରେ ଅନେକ ଘରଦ୍ବାର ମାଟିରେ ମିଶିଗଲା । ଆଉ କିଛି ଘରର ନକସା ବଦଳାଇଦେଲା ବର୍ଷା । ବର୍ଷା ଛଡାଇନେଲା ବସା, ବେଉସା । ଗାଲଗଣ୍ଡା ଗାଁରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଏବେ ଚିତ୍ର କିଛି ଏମିତି । କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛି । ତେବେ ଭୂସ୍ଖଳନକୁ ଅତି ପାଖରୁ ଦେଖିଥିବା ଗ୍ରାମବାସୀ ବର୍ତ୍ତମାନ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି
ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସହିଛି ବ୍ୟାପକ କ୍ଷୟକ୍ଷତି । ଯେଉଁମାନେ କ୍ଷତିଗ୍ରସ୍ତ ସେମାନଙ୍କୁ ରିଲିଫ କେନ୍ଦ୍ରରେ ରଖାଯାଇଥିବାବେଳେ ରିଲିଫ କୋଡ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଗ୍ରାମବାସୀଙ୍କ ଦାବି ମୁତାବକ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ସଂପର୍କରେ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗତ 2ବର୍ଷ ମଧ୍ୟରେ ଗଜପତି ଜିଲ୍ଲାରେ ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବାବେଳେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ସହ ବହୁ ଧନଜୀବନ ନଷ୍ଟ ହୋଇଛି । ତେଣୁ ଏହାକୁ ରୋକିବା ଦିଗରେ ସରକାର ପ୍ରୟାସ କରିବା ଆବଶ୍ୟକ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-VILLAGERS IN FEAR
FORMAT-PKG
REPORTER-HARIHARA PATNAIK
PLACE-GAJAPATI
DATE-02.11.2019
ଆଙ୍କର-ଲଗାଣ ବର୍ଷା ଛାଡି ଯାଇଛି, ହେଲେ ଏହାଦ୍ବାରା ସୃଷ୍ଟି ହୋଇଥିବା କ୍ଷତ ଏଯାଏଁ ଶୁଖିନାହିଁ । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଲଗଣ୍ଡା ଗାଁରୁ । ଲଘୁଚାପଜନିତ ବର୍ଷା ଯୋଗୁଁ ଏଠାରେ ଭୂସ୍ଖଳନ ହୋଇଥିବା ବେଳେ ମାଟିରେ ମଶିଥିଲା 2ଟି ଘର ଏବଂ ଅନ୍ୟ 3ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଗାଁର ଲୋକେ ଏଠାରେ ଆଉ ରହିବାକୁ ଚାହୁଁନାହାନ୍ତି । କାରଣ ମାଟି ଅତଡାରେ ଭାସି ଯିବାର ଭୟ ବର୍ତମାନ ଏମାନଙ୍କୁ ଘାରି ହେଉଛି । ସରକାର ଅନ୍ୟ କୌଣସି ସ୍ଥାନକୁ ସେମାନଙ୍କୁ ସ୍ଥାନାନ୍ତର କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛି ପ୍ରଶାସନ ।............
ଭିଓ 01- ଗତ ସପ୍ତାହରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଫଳରେ ଅନେକ ଘରଦ୍ବାର ମାଟି ମିଶିଯାଇଥିବା ବେଳେ ଆଉ କିଛି ଆଂଶିକ ଭାବେ ପ୍ରଭାବିତ ହୋଇଛି ଏବଂ ଅନେକ ଚାଷ ଜମିରେ ମାଟି ମାଡିଯାଇଥିବାରୁ ଫସଲ ନଷ୍ଟ ହୋଇଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ପଂଚାୟତର ଗଲଗଣ୍ଡା ଗାଁରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଯୁଗଳ ଶବର ଏବଂ ଘାସି ଶବରଙ୍କ ଘର ସଂପୂର୍ଣ୍ଣ ମାଟିରେ ମିଶିସାରିଥିବା ବେଳେ ଅନାସି ସବର, ଲକ୍ଷ୍ମଣ ଶବର ଏବଂ ଲାଜୁ ଶବର ଆଦି 3ଜଣ ଘର ଆଂଶିକ ଭାବେ ପ୍ରଭାବିତ ହୋଇଛି । ଏମାନଙ୍କୁ ପ୍ରଶାସନ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛି । ସେମାନଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୁରଣ ଦିଆଯିବା କଥା ପ୍ରଶାସନ କହିଥିଲେ ମଧ୍ୟ ଆଜି ଯାଏଁ କିଛି ବି ଦେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଭୂସ୍ଖଳନରୁ ଅତି ପାଖରୁ ଦେଖିଥିବା ଗ୍ରାମବାସୀ ବର୍ତମାନ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି । କାରଣ ପୁଣିଥରେ ଭୂସ୍ଖଳନ ହେଲେ ବଳକା ଘରକୁ ମଧ୍ୟ ଧୋଇନେବ । ଏହା ହେଲେ ଲୋକ ପ୍ରାଣହାନୀ ଘଟିବା ସେମାନେ ଆଶଙ୍କା କରୁଛନ୍ତି । ତେଣୁ ତୁରନ୍ତ ସରକାର ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଥଇଥାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।.......................
         ବାଇଟ 01- ଦାମୋଦର ଶବର ( ଗ୍ରାମବାସୀ)
         ବାଇଟ୍ 02- ରାମ ଶବର ( ଗ୍ରାମବାସୀ)
ଭିଓ 02-ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ୍ ବ୍ୟାପରକ କ୍ଷୟକ୍ଷତି ହୋଇଛି । ଗଲଗଣ୍ଡା ଗାଁରେ ହୋଇଥିବା ଭୂସ୍ଖଳନରେ ଲୋକଙ୍କ ଘରଦ୍ବାର ନଷ୍ଟ ହୋଇଥିବା ବେଳେ ସେମାନଙ୍କୁ ରିଲିଫ କେନ୍ଦ୍ରରେ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ତବେ ରିଲିଫ କୋଡ ଅନୁସାରେ ସେମାନଙ୍କୁ କ୍ଷତିପୁରଣ ଦିଆଯିବ ବୋଲି ଜିଲ୍ଲାପାଳ କରହିବା ସହ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ସଂପର୍କରେ ସରକାରଙ୍କୁ ଜଣାଇଦିଆଯିବ ବୋଲି କହିଛନ୍ତି ।.........................
         ବାଇଟ୍ 03-ଅନୁପମ ସାହା ( ଜିଲ୍ଲାପାଳ, ଗଜପତି)
ଫାଭିଓ-ଗତ 2ବର୍ଷ ମଧ୍ୟରେ ଏକାଧିକ ଗଜପତି ଜିଲ୍ଲାର ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ସହ ବହୁ ଧନଜୀବନ ନଷ୍ଟ ହୋଇଛି । ତେଣୁ ଏହାକୁରୋକିବା ଦିଗରେ ସରକାର ପ୍ରଯାସ କରିବା ଆବଶ୍ୟକ ।..................
...........ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ ।......Body:SLUG-VILLAGERS IN FEAR

...........ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ ।.Conclusion:SLUG-VILLAGERS IN FEAR

...........ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ ।.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.