ETV Bharat / state

5ଟି ମାମଲାରୁ ମୁକୁଳିଲେ ମାଓନେତା ସବ୍ଯସାଚୀ - ମାଓନେତା ସବ୍ଯସାଚୀ

ମାଓ ନେତା ସବ୍ଯସାଚୀ ପଣ୍ଡା 5ଟି ମାମଲାରେ ନିର୍ଦ୍ଦୋଷ ସାବସ୍ତ୍ୟ । ଗଜପତି ଜିଲ୍ଲା ଦୌରାଜଜ 5ଟି ମାମଲାରେ ଉପଯୁକ୍ତ ପ୍ରମାଣ ଓ ସାକ୍ଷୀ ଅଭାବରୁ ତାକୁ ଦୋଷମୁକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jul 19, 2019, 6:31 PM IST

ଗଜପତି: ଉପଯୁକ୍ତ ସାକ୍ଷ୍ଯ ପ୍ରମାଣ ଅଭାବରୁ 5ଟି ମାମଲାରେ ଦୋଷମୁକ୍ତ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ସରକାରୀ ବସପୋଡ଼ି, ଅପହରଣ ଓ ଟାୱାର ପୋଡି ଭଳି ସଙ୍ଗୀନ ମାମଲା ରହିଥିଲା ସବ୍ଯସାଚୀଙ୍କ ବିରୋଧରେ । କିନ୍ତୁ ଏହି ସବୁ ମାମଲାରେ ଗଜପତି ଜିଲ୍ଲା ଦୌରାଜଜଙ୍କୁ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ନମିଳିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗତ 2009 ମସିହା ଡିସେମ୍ବର ମାସ 28 ତାରିଖରେ ରାଇପଙ୍କା ଠାରେ ହୋଇଥିବା ସରକାରୀ ବସପୋଡି ଏବଂ ମୋବାଇଲ ଟାୱାର ପୋଡି, 2010 ମସିହା ମାର୍ଚ୍ଚ 25ତାରିଖରେ ବିରିକୋଟ ମୋବାଇଲ ଟାୱାର ପୋଡି, 2013 ମସିହା ମାର୍ଚ୍ଚ 8 ତାରିଖରେ ପ୍ରକାଶ ଦଳବେହେରା ଅପହରଣ ଏବଂ 2012 ମସିହା ଜୁନ 22ତାରିଖରେ ଲୁହାଗୁଡି ଠାରେ ମାଓ ସାମଗ୍ରୀ ଜବତ ଘଟଣା ଆଦି 5ଟି ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର କରି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଚୂଡାନ୍ତ ରାୟ ଶୁଣାଇଥିବା କହିଛନ୍ତି ସବ୍ଯସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ ।

ଇତି ମଧ୍ୟରେ ସାରା ଓଡିଶାରେ 56ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହା ସହ କେବଳ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା 44ଟି ମାମଲା ମଧ୍ୟରୁ 21ଟିରେ ସେ ଖଲାସ ହୋଇଥିବା ଜଣାପଡ଼ିଛି । ଅନ୍ୟ 23ଟି ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - SABYASACHI ACQUITTAL
FORMAT - AVB
REPORTER- HARIHARA PATNAIK
PLACE - GAJAPATI
DATE — 19.07.2019
ଆଙ୍କର — ପୁଣି ଆଉ ଏକ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦୋଶରେ ଖଲାସ ହୋଇଛନ୍ତି । ଗତ 2009 ମସିହା ଡିସେମ୍ବର ମାସ 28 ତାରିଖରେ ରାଇପଙ୍କା ଠାରେ ହୋଇଥିବା ସରକାରୀ ବସପୋଡି ଏବଂ ମୋବାଇଲ ଟାୱାର ପୋଡି, 2010 ମସିହା ମାର୍ଚ୍ଚ 25ତାରିଖରେ ବିରିକୋଟ ମୋବାଇଲ ଟାୱାର ପୋଡି,2013 ମସିହା ମାର୍ଚ୍ଚ 8ତାରିଖରେ ପ୍ରକାଶ ଦଳବେହେରା ଅପହରଣ ଏବଂ 2012 ମସିହା ଜୁନ 22ତାରିଖରେ ଲୁହାଗୁଡି ଠାରେ ମାଓ ସାମଗ୍ରୀ ଜବତ ଘଟଣା ଆଦି 5ଟି ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର କରି ଗଜପତ ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଚୁଡାନ୍ତ ରାୟ ଶୁଣାଇଛନ୍ତି । ଏହି ସବୁ ମାମଲାରେ ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ଅଦାଲତ ସବ୍ୟସାଚୀଙ୍କୁ ଖଲାସ କରିଥିବା ତାଙ୍କ ଓକିଲ ଦୀପକ ପଟନାୟକ କହିଛନ୍ତି । ଇତି ମଧ୍ୟରେ ସାରା ଓଡିଶାରେ 56ଟି ମାମଲାରେ ସବ୍ୟୃସାଚୀ ନିର୍ଦ୍ଦୋଶରେ ଖଲାସ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା 44ଟି ମାମଲା ମଧ୍ୟରୁ 21ଟିରେ ସେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ଅନ୍ୟ 23ଟି ମାମଲା ବିଚାରାଧୀନ ରହିଛି ।
         ବାଇଟ — ଦୀପକ ପଟନାୟକ ( ସବ୍ୟସାଚୀଙ୍କ ଓକିଲ )Body:SLUG - SABYASACHI ACQUITTAL

         ବାଇଟ — ଦୀପକ ପଟନାୟକ ( ସବ୍ୟସାଚୀଙ୍କ ଓକିConclusion:SLUG - SABYASACHI ACQUITTAL

         ବାଇଟ — ଦୀପକ ପଟନାୟକ ( ସବ୍ୟସାଚୀଙ୍କ ଓକି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.