ETV Bharat / state

ସ୍ବାବ ଟେଷ୍ଟ କରି ଘରକୁ ଛାଡିବାକୁ ଦାବି କଲେ ସଂଗରୋଧ ଅନ୍ତେବାସୀ - ଗଜପତି ସଂଘରୋଧ କେନ୍ଦ୍ର ନ୍ୟୁଜ

ସଂଗରୋଧ କେନ୍ଦ୍ରରେ ସ୍ବାବ ଟେଷ୍ଟ କରି ଘରକୁ ଛାଡିବା ପାଇଁ ଦାବି କରିଛନ୍ତି ଅନ୍ତେବାସୀ ।

Gajapti Quraintain center's
ଗଜପତି ସଂଘରୋଧ କେନ୍ଦ୍ର ନ୍ୟୁଜ
author img

By

Published : May 24, 2020, 5:59 PM IST

ଗଜପତି: ଜିଲ୍ଲା ସଂଗରୋଧ କେନ୍ଦ୍ରରେ ଆଜି ଏକ ଭିନ୍ନ ଦାବି କରିଛନ୍ତି ଅନ୍ତେବାସୀ । 15 ଦିନ ପରେ କେନ୍ଦ୍ରରୁ ଘରକୁ ଯିବା ପୂର୍ବରୁ ସ୍ବାବ ପରୀକ୍ଷା ପାଇଁ ଦାବି କରିଛନ୍ତି ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକ ବାଘସଳା ଗ୍ରାମର ସଂଗରୋଧ କେନ୍ଦ୍ର ଅନ୍ତେବାସୀ ।

ଗଜପତି ସଂଘରୋଧ କେନ୍ଦ୍ର ନ୍ୟୁଜ

ଜିଲ୍ଲାରେ ପ୍ରଥମ 4ଟି କୋରୋନା ସଂକ୍ରମିତ ସଂଗରୋଧ କେନ୍ଦ୍ରରେ 21 ରହିବା ପରେ ଗାଁକୁ ଫେରିବା ପରେ ପଜିଟିଭ ଥିବା ଜଣାପଡିଥିଲା । ତେଣୁ ବିନା ସ୍ବାବ ଟେଷ୍ଟରେ ଗ୍ରାମକୁ ଗଲେ ସଂକ୍ରମଣ ବଢିବା ଆଶଙ୍କା ଅଧିକ । ଏହାଛଡା ଟେଷ୍ଟ ନ କଲେ ଗ୍ରାମବାସୀ ପ୍ରବେଶ କରିବାକୁ ଦେଉନଥିବାରୁ ଅନ୍ତେବାସୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ସଂଗରୋଧ ପରେ ଘରକୁ ଫେରିବା ପୂର୍ବରୁ ସ୍ବାବ ଟେଷ୍ଟ କରି ଛଡାଯିବା ନେଇ ଯୁକ୍ତି ବାଢିଛନ୍ତି ଅନ୍ତେବାସୀ । ଏହାକୁ ନେଇ କେନ୍ଦ୍ରରେ ଆନ୍ଦୋଲନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅନ୍ତେବାସୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.