ETV Bharat / state

ମୋବାଇଲ, ଲ୍ୟାପଟପ ଲୁଟ ଘଟଣା: 3 ନାବାଳକ ଗିରଫ

ଚଳନ୍ତା ବସରୁ ମୋବାଇଲ ଓ ଲ୍ୟାପଟପ ଚୋରି ଘଟଣାରେ ଅଡବା ଥାନା ପୋଲିସ ତିନି ଜଣ ନାବାଳକଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଗଜପତି
author img

By

Published : Oct 24, 2019, 9:48 AM IST

ଗଜପତି: ଚଳନ୍ତା ବସରୁ ଲ୍ୟାପଟପ ଏବଂ ମୋବାଇଲ ଲୁଟ ଘଟଣା। ଅଡବା ପୋଲିସ 3ଜଣ ନାବାଳକ ଙ୍କୁ ଗିରଫ କରିଛି l

ଭିଡିଓ ସୌଜନ୍ୟ : ପ୍ରତିନିଧି, ଗଜପତି

ଗଜପତି ଜିଲ୍ଲା ଅଡବା ଫାଣ୍ଡି ଅନ୍ତର୍ଗତ ପୁଞ୍ଜାସର୍ଗି ଗ୍ରାମର ଗତ ଜୁଲାଇ ମାସରେ ଏକ ଯାତ୍ରୀବାହୀ ବସରେ ଲୁଟ ହୋଇଥିଲା । ବ୍ରହ୍ମପୁରରୁ ରାୟଗଡା ଯିବାବେଳେ ଫୁଲଛାଞ୍ଚୁଣି ଘାଟିରେ କିଛି ଦୁର୍ବୁତ୍ତ ବସ ଉପରେ ଚଢି ମୋବାଇଲ ଏବଂ ଲ୍ୟାପଟପ ଚୋରି କରିଥିଲେ l ପୋଲିସ ନାବାଳକମାନଙ୍କ ଠାରୁ 4ଟି ଏଲଇଡି ଏବଂ 26 ଟି ମୋବାଇଲ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି ଅଡବା ଥାନା ଏସଡିପିଓ ଅଶୋକ କୁମାର ମହାନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ଚଳନ୍ତା ବସ ରୁ ମୋବାଇଲ,ଲ୍ୟାପଟପ ଲୁଟ ଘଟଣା ରେ 3 ନାବାଳକ ଗିରଫ l
ଚଳନ୍ତା ବସରୁ ଲ୍ୟାପଟପ ଏବଂ ମୋବାଇଲ ଲୁଟ ଘଟଣାରେ ଅଡବା ପୋଲିସ 3ଜଣ ନାବାଳକ ଙ୍କୁ ଗିରଫ କରିଛି l ସମସ୍ତ ଗିରଫ ଅଡବା ଥାନା ଅନ୍ତର୍ଗତ ପୁଞ୍ଜାସର୍ଗି ଗ୍ରାମର ଗତ ଜୁଲାଇ ମାସରେ ଏକ ଯାତ୍ରୀବାହୀ ବସ ବ୍ରହ୍ମପୁର ରୁ ରାୟଗଡା ଯିବାବେଳେ ଫୁଲଛାଞ୍ଚୁଣି ଘାଟି ରେ କିଛି ଦୁର୍ବୁତ୍ତ ବସ ଉପରେ ଚଢି ଉକ୍ତ ମୋବାଇଲ  ଏବଂ ଲ୍ୟାପଟପ ଚୋରି କରିଥିଲେ l ପୋଲିସ ନାବାଳକ ମାନଙ୍କ ଠାରୁ 4ଟି ଏଲ.ଇ. ଡି ଏବଂ 26 ଟି ମୋବାଇଲ ଜବତ କରିବା ସହ ଘଟଣାର ତଦନ୍ତ ଜାରିରଖିଥିବା କହିଛନ୍ତି ଅଡବା ଥାନା ଏସ ଡ଼ିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି
Byte - ଅଶୋକ କୁମାର ମହାନ୍ତି
Visual byte sent by ftp 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.