ETV Bharat / state

6ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ

6 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ 17 ବର୍ଷୀୟ ନାବାଳକ ଗିରଫ । ଅଧିକ ପଢନ୍ତୁ...

Minor rape case in mohana
6 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ
author img

By

Published : Feb 13, 2020, 8:41 PM IST

ଗଜପତି: 6 ବର୍ଷର ନାବାଳିକାକୁ 17 ବର୍ଷୀୟ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଅଡବା ଥାନା ଅନ୍ତର୍ଗତ ଡୁଣ୍ଡିଗୁଡା ଅଞ୍ଚଳରୁ ।

ଅଭିଯୋଗ ଅନୁସାରେ, ଝିଅଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନାବାଳକ ଜଣକ ତାକୁ ଘରକୁ ଡାକିଥିଲା । ଏହା ପରେ ହାଇଭଲ୍ୟୁମରେ ଟିଭି ଲଗାଇ ତା' ସହ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତା ନାବାଳିକାଙ୍କ ମା'ଙ୍କ ଥାନାରେ ଏତଲା ଦେବା ପରେ ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରିଥିଲା । ପରେ ପୋଲିସ ପକ୍ସୋ ଆଇନ ଆଧାରରେ ଅଭିଯୁକ୍ତ ନାବାଳକକୁ ଗିରଫ କରି ବାଳକାରାଗାରକୁ ପଠାଇଥିବା ସୂଚନା ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.