ETV Bharat / state

ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ - ସ୍ବୟଂ ସହାୟିକା ଗୋଷ୍ଠୀ

ଗଜପତି ଜିଲ୍ଲାରେ 101 ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Aug 3, 2019, 6:28 PM IST

ଗଜପତି: ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ମହିଳା ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କାର୍ଯ୍ୟକ୍ରମରୁ ଏହା କିଛି ମାତ୍ରାରେ ସଫଳ ହୋଇଥିବା ମନେ ହେଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁମ୍ମା ଶାଖା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 101ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ରାୟଗଡ ଜିଲ୍ଲା ଆର.ଏମ ମନୋରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଋଣ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜେ ଲାଭବାନ ହେବେ ଏବଂ ପରବର୍ତ୍ତୀ ସମୟରେ ସଠିକ୍ ସମୟରେ ଋଣ ପରିଶୋଧ କଲେ ସେମାନଙ୍କୁ ଭବିଷ୍ୟତରେ ଆହୁରି ପ୍ରୋତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗୋଟିଏ ଦିନରେ ଏତେ ସଂଖ୍ୟକ ମହିଳା ଗୋଷ୍ଠୀକୁ ଋଣ ପ୍ରଦାନ କରିବା ଜିଲ୍ଲାରେ ପ୍ରଥମ ଘଟଣା । ଅନୁଷ୍ଠିତ ସଭାରେ ଉଭୟ ବ୍ୟାଙ୍କ ଓ ଓଡ଼ିଶା ଜୀବିକା ମିଶନକୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-LOAN FOR SHG
FORMAT - AVB
REPORT- HARIHARA PATNAIK
PLACE - GAJAPATI
DATE - 03.08.2019
ଭିଓ - ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ମହିଳା ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନ କାର୍ଯ୍ୟକ୍ରମରୁ ଏହା କିଛି ମାତ୍ରାରେ ସଫଳ ହୋଇଥିବା ପରି ମନେହେଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁମ୍ମା ଶାଖା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟାକ୍ରମରେ 101ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ରୁଣ ପ୍ରଦାନ କରାଯାଇଥିଲା । ରାୟଗଡ ଜିଲ୍ଲା ଆର.ଏମ ମନୋରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଲ କୁମାର ରାଣା,ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଏମଏନଡବ୍ଳୁ ବିଜୟ କୁଜୁର ଯୋଗଦେଇ ସ୍ବୟଂ ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନ କରିଥିଲେ । ଏହି ଟଙ୍କା ସାହାର୍ଯ୍ୟରେ ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜେ ଲାଭାବାନ ହେବା ସହ ରୁଣ ପରିଶୋଧ କରିଲେ ସେମାନଙ୍କୁ ଭବିଷ୍ୟତରେ ଆହୁରି ପ୍ରୋତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଗୋଷ୍ଠୀକୁ ଏକାଥରେ ରୁଣ ଯୋଗାଇବା ଏହା ପ୍ରଥମ ହୋଇଥିବାରୁ ଉଭୟ ବ୍ୟାଙ୍କ ଏବଂ ଓଡିଶା ଜୀବିକା ମିଶନକୁ ଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି ।
         ବାଇଟ 01- ଅନୁପମ ସାହା ( ଜିଲ୍ଲାପାଳ, ଗଜପତି)
         ବାଇଟ 02-ବିଜୟ କୁଜୁର (ଜିଏମ,ଏନଡବ୍ଳୁ ,ଭାରତୀୟ ଷ୍ଟେଟବ୍ୟାଙ୍କ)
         ବାଇଟ 03- ଲକ୍ଷ୍ମୀ( ଏସଏଜି ଗ୍ରୁଫ ) Body:ଭିଓ - ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ମହିଳା ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନ କାର୍ଯ୍ୟକ୍ରମରୁ ଏହା କିଛି ମାତ୍ରାରେ ସଫଳ ହୋଇଥିବା ପରି ମନେହେଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁମ୍ମା ଶାଖା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟାକ୍ରମରେ 101ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ରୁଣ ପ୍ରଦାନ କରାଯାଇଥିଲା । ରାୟଗଡ ଜିଲ୍ଲା ଆର.ଏମ ମନୋରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଲ କୁମାର ରାଣା,ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଏମଏନଡବ୍ଳୁ ବିଜୟ କୁଜୁର ଯୋଗଦେଇ ସ୍ବୟଂ ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନ କରିଥିଲେ । ଏହି ଟଙ୍କା ସାହାର୍ଯ୍ୟରେ ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜେ ଲାଭାବାନ ହେବା ସହ ରୁଣ ପରିଶୋଧ କରିଲେ ସେମାନଙ୍କୁ ଭବିଷ୍ୟତରେ ଆହୁରି ପ୍ରୋତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଗୋଷ୍ଠୀକୁ ଏକାଥରେ ରୁଣ ଯୋଗାଇବା ଏହା ପ୍ରଥମ ହୋଇଥିବାରୁ ଉଭୟ ବ୍ୟାଙ୍କ ଏବଂ ଓଡିଶା ଜୀବିକା ମିଶନକୁ ଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି ।
         ବାଇଟ 01- ଅନୁପମ ସାହା ( ଜିଲ୍ଲାପାଳ, ଗଜପତି)
         ବାଇଟ 02-ବିଜୟ କୁଜୁର (ଜିଏମ,ଏନଡବ୍ଳୁ ,ଭାରତୀୟ ଷ୍ଟେଟବ୍ୟାଙ୍କ)
         ବାଇଟ 03- ଲକ୍ଷ୍ମୀ( ଏସଏଜି ଗ୍ରୁଫ ) Conclusion:ଭିଓ - ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ମହିଳା ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନ କାର୍ଯ୍ୟକ୍ରମରୁ ଏହା କିଛି ମାତ୍ରାରେ ସଫଳ ହୋଇଥିବା ପରି ମନେହେଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁମ୍ମା ଶାଖା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟାକ୍ରମରେ 101ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେଢଲକ୍ଷ ଟଙ୍କା ଲେଖାଏଁ ରୁଣ ପ୍ରଦାନ କରାଯାଇଥିଲା । ରାୟଗଡ ଜିଲ୍ଲା ଆର.ଏମ ମନୋରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଲ କୁମାର ରାଣା,ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଏମଏନଡବ୍ଳୁ ବିଜୟ କୁଜୁର ଯୋଗଦେଇ ସ୍ବୟଂ ସହାୟିକା ଗୋଷ୍ଠୀକୁ ରୁଣ ପ୍ରଦାନ କରିଥିଲେ । ଏହି ଟଙ୍କା ସାହାର୍ଯ୍ୟରେ ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜେ ଲାଭାବାନ ହେବା ସହ ରୁଣ ପରିଶୋଧ କରିଲେ ସେମାନଙ୍କୁ ଭବିଷ୍ୟତରେ ଆହୁରି ପ୍ରୋତ୍ସାହିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଗୋଷ୍ଠୀକୁ ଏକାଥରେ ରୁଣ ଯୋଗାଇବା ଏହା ପ୍ରଥମ ହୋଇଥିବାରୁ ଉଭୟ ବ୍ୟାଙ୍କ ଏବଂ ଓଡିଶା ଜୀବିକା ମିଶନକୁ ଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି ।
         ବାଇଟ 01- ଅନୁପମ ସାହା ( ଜିଲ୍ଲାପାଳ, ଗଜପତି)
         ବାଇଟ 02-ବିଜୟ କୁଜୁର (ଜିଏମ,ଏନଡବ୍ଳୁ ,ଭାରତୀୟ ଷ୍ଟେଟବ୍ୟାଙ୍କ)
         ବାଇଟ 03- ଲକ୍ଷ୍ମୀ( ଏସଏଜି ଗ୍ରୁଫ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.