ETV Bharat / state

ନିଜ ଘରେ କଳାକନା ବୁଲାଇଲା ଚୋର, 30 ତୋଳା ସୁନା ସହ ଗିରଫ

ପାରଳାଖେମୁଣ୍ଡି ପୋଲିସକୁ ସଫଳତା । ରେଖଣା ସାହିର ପ୍ରମୋଦ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା 30 ତୋଳା ସୁନାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ପ୍ରମୋଦ ପଣ୍ଡାଙ୍କ ପୁତୁରା ଚିନ୍ମୟ ମିଶ୍ର ।

author img

By

Published : Aug 24, 2019, 11:09 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡି ପୋଲିସକୁ ସଫଳତା । ଗତ 21 ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ରେଖଣା ସାହିର ପ୍ରମୋଦ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନିଜ ଘରୁ ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପାରଳାଖେମୁଣ୍ଡା ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ ପ୍ରମୋଦ । ଆଜି (ଶନିବାର) ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଚିନ୍ମୟ ମିଶ୍ର । ଅଭିଯୁକ୍ପ୍ରତ ମୋଦଙ୍କ ପୁତୁରା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନାନୁସାରେ, ପୋଲିସ ଘଟଣାର ତଦନ୍ତ ବେଳେ ପ୍ରମୋଦଙ୍କ ଘରୁ ପାଖିପାଖି 30 ତୋଳା ସୁନା ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଏଥିସହିତ ଚୋରି ଦିନ ପ୍ରମୋଦଙ୍କ ଘରୁ ଯିବା ଆସିବା କରିଥିବା ଲୋକଙ୍କ ସୂଚନା ବାହାର କରିବା ସହ ଅନ୍ୟ ଦିଗ ପ୍ରତି ମଧ୍ୟ ତଦନ୍ତ କରିଥିଲା । ପରେ ପ୍ରମୋଦଙ୍କ ନିଜ ପୁତୁରା ହିଁ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଥିଲା ।

ଆଜି ସକାଳେ ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ଛକରୁ ଚିନ୍ମୟକୁ ଗିରଫ କରିଥିଲା ପୋଲିସ । ଗିରଫ ପରେ ଚିନ୍ମୟକୁ ପଚରାଉଚରା ସମୟରେ ସେ ନିଜ ଦୋଷ ସ୍ବୀକାର କରିଥିଲା । ଚୋରି ସମୟରେ ସେ ବ୍ୟବହାର କରିଥିବା କଟର ମେସିନ, ଗୋଟିଏ ସ୍କ୍ରୁ ଡ୍ରାଇଭର ଏବଂ ଲୁଟ କରିଥିବା 30 ତୋଳା ସୁନା ଜବତ କରିଛି ପୋଲିସ । ଘଟଣାର ବିସ୍ତୁତ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ସୂଚନା ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - GOLD THIEF ARREST
FORMAT - AVB
REPORT- HARIHARA PATNAIK
PLACE - GAJAPATI
DATE - 24.08.2019
ଆଙ୍କର - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଗତ 21 ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ରେଖଣା ସାହିର ପ୍ରମୋଦ ପଣ୍ଡା ନାମକ ଜଣେ ବ୍ୟକ୍ତି ଦିନ ଦିପହରରେ ତାଙ୍କ ଘରେ ସୁନା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ଏକ ଏତଲା ପାରଳାଖେମୁ୍ଣ୍ଡି ଥାନାରେ ଦିଆଯାଇଥିଲା । ଘଟଣାକୁ କେନ୍ଦ୍ର କରି ପୋଲିସ ତଦନ୍ତ କଲାବେଳ ଦେଖିବାକୁ ମିଳିଛି ପ୍ରମୋଦ ପଣ୍ଡାଙ୍କ ଘରେ ତାଲା କାଟି ଘରୁ 30ତୁଳା ସୁନା ଚୋରି ହୋଇଛି । ଏହାପରେ ପୋଲିସ ପ୍ରମୋଦ ପଣ୍ଡାଙ୍କ ଘରକୁ ସବୁ ବେଳେ ଯିବା ଆସିବା ଲୋକଙ୍କ ଖବର ବାହାର କରିବା ସହିତ ଅନ୍ୟାନ୍ୟ ଦିଗରେ ତଦନ୍ତ କରିବା ବେଳେ ଜଣାପଡିଥିଲା ପ୍ରମୋଦ ପଣ୍ଡାଙ୍କ ନିଜ ପୁତୁରା ଚନ୍ମୟ ମିଶ୍ର ଏଭଳି କାଣ୍ଡ ଭିଆଇଛି । ଏହାପରେ ଆଜି ସକାଳେ ପାରଳାଖେମୁଣ୍ଡି ଫାୟାର ଷ୍ଟେସନ ଛକ ନିକଟରେ ଚନ୍ମୟକୁ ଗିରଫ କରିବାରେ ସଫଳ ହୋଇଛି । ଚନ୍ମୟକୁ ପଚାର ଉଚୁରା କରିବା ବେଳେ ସେ ନିଜ ଦୋଷ ସ୍ବୀକାର କରିଛି ଏବଂ ଚନ୍ମୟ ପାଖରୁ ଚୋରୀ ସମୟରେ ବ୍ୟବହୃତ କଟର ମ୍ୟାସିନ, ଗୋଟିଏ ସ୍କୃଡ୍ରାଇଭର ଏବଂ ହଜି ଯାଇଥିବା 30ତୁଳା ସୁନା ପାଇଥିଲା ପୋଲିସ । ଆଜି ଚିନ୍ମୟକୁ ଗିରଫ କରାଯାଇଥିବା ଏକ ସାମ୍ବାଦୀକ ସମ୍ମିଳନୀରେ ଏସପି ସାରା ଶର୍ମା କହିଛନ୍ତି ।
         ବାଇଟ - ସାରା ଶର୍ମା ( ଏସପି,ଗଜପତି )Body:SLUG - GOLD THIEF ARREST

         ବାଇଟ - ସାରା ଶର୍ମା ( ଏସପି,ଗଜପତି )Conclusion:SLUG - GOLD THIEF ARREST

         ବାଇଟ - ସାରା ଶର୍ମା ( ଏସପି,ଗଜପତି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.