ETV Bharat / state

ପାରଳାଖେମୁଣ୍ଡିଠାରେ ବାଲ ସୁବ୍ରମଣ୍ୟମଙ୍କ ଶୋକସଭା ଆୟୋଜିତ

ଗତ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଏମଜିଏମ ହେଲଥ କେୟାରରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବାଲ ସୁବ୍ରମଣ୍ୟମ ।

author img

By

Published : Sep 27, 2020, 8:51 PM IST

ପାରଳାଖେମୁଣ୍ଡିଠାରେ ବାଲ ସୁବ୍ରମଣ୍ୟମଙ୍କ ଶୋକସଭା ଆୟୋଜିତ
ପାରଳାଖେମୁଣ୍ଡିଠାରେ ବାଲ ସୁବ୍ରମଣ୍ୟମଙ୍କ ଶୋକସଭା ଆୟୋଜିତ

ଗଜପତି: ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶିଷ୍ଟ ସଂଗୀତଜ୍ଞ ଏସ. ବାଲ ସୁବ୍ରମଣ୍ୟମଙ୍କ ଶୋକସଭା ଆୟୋଜିତ ହୋଇଯାଇଛି । ସେ ବିଭିନ୍ନ ଭାଷାରେ ବହୁ ଚଳଚିତ୍ରରେ ସଙ୍ଗୀତ ପାଇଁ କଣ୍ଠ ପ୍ରଦାନ କରିଥିଲେ ବୋଲି ସ୍ମୁତିଚାରଣ କରିଥିଲେ ।

ଏହି ଅବସରରେ ପୂର୍ବତନ ନଗରପାଳ ତଥା ବରିଷ୍ଠ କଳାକାର ନୃସିଂହ ଚରଣ ପଟ୍ଟନାୟକ ସୁବ୍ରମଣ୍ୟମଙ୍କ ସଙ୍ଗୀତ ମଧ୍ୟ ଗାଇଥିଲେ। ଗତ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଏମଜିଏମ ହେଲଥ କେୟାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବାଲ ସୁବ୍ରମଣ୍ୟମ । ତାଙ୍କ ପୁଅ ଏନେଇ ସୂଚନା ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.