ETV Bharat / state

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଘଟଣାସ୍ଥଳରେ ପହଁଞ୍ଚି ପୋଲିସର ତଦନ୍ତ ଜାରୀ । ଅଧିକ ପଢନ୍ତୁ...

author img

By

Published : Jun 12, 2021, 10:28 PM IST

ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟା ବଣିଆର ଏକ ହଟିଂ ଜୋନରୁ ସନ୍ଦେହ ଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣଙ୍କ ପାଲଲହାଡ଼ା ଘୋଡାପଦାର ଲଷ୍ମୀ ପୂର୍ତ୍ତି ବୋଲି ଜଣାପଡିଛି ।

ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଘଟଣା ସ୍ଥଳରେ କଣ୍ଟାବଣିଆ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ଲଷ୍ମୀ ଦେବଗଡ଼ର ଅଜୟ କିଷାନ ନାମକ ଜଣେ ଡ୍ରାଇଭରର ରକ୍ଷିତା ଭାବେ ଏହି ହଂଟି ଜୋନରେ ରହୁଥିଲେ । ଅଜୟ କଣ୍ଟା ବଣିଆ ଅଞ୍ଚଳରେ ରହି ଟ୍ରକ ଡ୍ରାଇଭିଂ କରନ୍ତି ।

ତେବେ ଆଜି ଲଷ୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ନେଇ ଅଜୟଙ୍କ ଉପରେ ସନ୍ଦେହ କରିଛି ପୁଲିସ । ଫଳରେ ଅଜୟଙ୍କୁ ଅଟକ ରଖି କଣ୍ଟା ବଣିଆ ପୁଲିସ ତଦନ୍ତ କରୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.