ETV Bharat / state

ଢେଙ୍କାନାଳରେ 2 ପୃଥକ ସଡକ ଦୁର୍ଘଟଣା: 2 ମୃତ, ଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାରେ ୨ଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ଢେଙ୍କାନାଳରେ 2 ପୃଥକ ସଡକ ଦୁର୍ଘଟଣା: 2 ମୃତ, ଜଣେ ଗୁରୁତର ଆହତ
ଢେଙ୍କାନାଳରେ 2 ପୃଥକ ସଡକ ଦୁର୍ଘଟଣା: 2 ମୃତ, ଜଣେ ଗୁରୁତର ଆହତ
author img

By

Published : Aug 20, 2020, 5:42 PM IST

Updated : Aug 20, 2020, 6:53 PM IST

ଢେଙ୍କାନାଳ: ଜିଲ୍ଲାରେ ୨ଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ଢେଙ୍କାନାଳରେ 2 ପୃଥକ ସଡକ ଦୁର୍ଘଟଣା: 2 ମୃତ, ଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଛକ ଠାରେ ତାଳଚେର ଆଡୁ ଆସୁଥିବା ଏକ ଟ୍ରକ ସାଇକେଲକୁ ଧକ୍କାଦେଇଥିଲା । ଫଳରେ ସାଇକେଲ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣଙ୍କ କୁଆଳୋ ଗ୍ରାମର ଦିଲିପ ମହାରଣା ବୋଲି ଜଣାପଡିଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅନ୍ୟ ପଟେ କାମାକ୍ଷାନଗର ଥାନା ବୁଢିବିଲି ଠାରେ ଏକ ଟ୍ରାକ୍ଟର ସ୍କୁଟିକୁ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବୁଢିବିଲ୍ଲି ଗ୍ରାମର ନାରାୟଣ ବେହେରା ବୋଲି ଜଣାପଡିଛି । ସେପଟେ ସ୍କୁଟିରେ ବସିଥିବା ତାଙ୍କ ନାତି ଆୟୁଷ ବେହେରାକୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 20, 2020, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.