ETV Bharat / state

ଯୁବକକୁ ପିଟି ପିଟି ମାରିଦେଲେ ଗାଁଲୋକେ

author img

By

Published : May 13, 2020, 1:00 AM IST

ଯୁବକକୁ ପିଟି ପିଟି ମାରିଦେଲେ ଗାଁଲୋକେ । ଯୁବତୀଙ୍କୁ ଅପହରଣ ଉଦ୍ୟମ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

The young man was beaten to death by villagers
ଯୁବକକୁ ପିଟି ପିଟି ମାରିଦେଲେ ଗାଁଲୋକେ

ଢେଙ୍କାନାଳ: ଯୁବକକୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏଭଳି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା କାଶିପୁରର ଗମ୍ଭାରୀଆ କମ୍ୟୁନିଟି ସେଣ୍ଟର ନିକଟରେ । ମୃତ ଯୁବକ ଜଣକ ହେଉଛନ୍ତି ଗଁନ୍ଦିଆ ଦଣ୍ଡେଇବେରଣୀ ଗାଁର ମାନସ ସାମଲ ।

ଯୁବକକୁ ପିଟି ପିଟି ମାରିଦେଲେ ଗାଁଲୋକେ

ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନଳାରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.