ETV Bharat / state

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଶୋକସଭା ପାଳିଲା ଯୁବ କଂଗ୍ରେସ - ଯୁବ କଂଗ୍ରେସ ପକ୍ଷରୁ ଶୋକସଭା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକାଦଶାହ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ନଗର ଯୁବ କଂଗ୍ରେସ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଶୋକସଭା ପାଳିଲେ ଯୁବ କଂଗ୍ରେସ

author img

By

Published : Sep 11, 2020, 3:45 PM IST

ଢେଙ୍କାନାଳ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକାଦଶାହ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ନଗର ଯୁବ କଂଗ୍ରେସ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଶୋକସଭା ପାଳିଲେ ଯୁବ କଂଗ୍ରେସ

କଂଗ୍ରେସ କର୍ମୀମାନେ ସ୍ଥାନୀୟ କାଳୀବଜାର ଠାରେ ବାଜିରାଉତଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ପ୍ରଜ୍ୱଳନ କରିବା ସହିତ ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି ପାଇଁ ଶାନ୍ତିପାଠ କରିଛନ୍ତି ।

ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ କାଳନ୍ଦୀ ସାହୁ ଉପସ୍ଥିତ ରହି ଭାରତ ରତ୍ନ ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କର ଗୁଣ ଗାନ ମଧ୍ୟ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.