ETV Bharat / state

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ସତ୍ୟବ୍ରତଙ୍କ ପଦଯାତ୍ରା

author img

By

Published : Oct 18, 2020, 10:56 AM IST

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା। ସାରା ରାଜ୍ୟରେ ଥିବା ୩୧୪ ଟି ବ୍ଲକକୁ ପଦଯାତ୍ରା କରି ବିଡ଼ିଓମାନଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି ସତ୍ୟବ୍ରତ। ଅଧିକ ପଢନ୍ତୁ...

satyabrata-das-march-demanding-to-special-states

ଢେଙ୍କାନାଳ: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା। ସାରା ରାଜ୍ୟରେ ଥିବା ୩୧୪ଟି ବ୍ଲକକୁ ପଦଯାତ୍ରା କରି ବିଡ଼ିଓ ମାନଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି ସତ୍ୟବ୍ରତ। ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ସତ୍ୟବ୍ରତ ଶନିବାର ଅପରାହ୍ନରେ ପହଁଚି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ସତ୍ୟବ୍ରତଙ୍କ ପଦଯାତ୍ରା
ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଅନେକ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ, ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ l କିନ୍ତୁ ଏକ ନିଆରା ପଦକ୍ଷେପ ଗ୍ରହଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ଶୀନ୍ଧେlଲ ଗ୍ରାମର ସତ୍ୟବ୍ରତ ଦାସ l

ସାରା ରାଜ୍ୟରେ ଥିବା ୩୧୪ଟି ବ୍ଲକକୁ ପଦଯାତ୍ରା କରି ବିଡ଼ିଓମାନଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି l ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୨୫୬ଟି ବ୍ଲକରେ ପହଞ୍ଚି ନିଜର ଦାବି ଜଣାଇଛନ୍ତି l ବର୍ତମାନ ସୁଦ୍ଧା ପାଖାପାଖି ୮୦୦୦ ରୁ ଅଧିକ କିଲୋମିଟର ପଦଯାତ୍ରା କରି ସତ୍ୟବ୍ରତ ଆଜି କାମାକ୍ଷାନଗର ବ୍ଲକରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କାମାକ୍ଷାନଗର ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.