ETV Bharat / state

ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ପିଲା ଚୋର ସନ୍ଦେହରେ ଯୁବକକୁ ନିର୍ଦ୍ଧୁମ ଛେଚିବା ସହରରେ ପୋଲିସରେ ଜିମାଦେଲେ ଲୋକେ ।

author img

By

Published : Dec 14, 2020, 7:17 AM IST

ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ
ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ: ପିଲା ଚୋର ସନ୍ଦେହରେ ଯୁବକକୁ ନିର୍ଦ୍ଧୁମ ଛେଚିବା ପରେ ପୋଲିସର ଜିମାଦେଲେ ଲୋକେ । ଜଣେ ପାଞ୍ଚବର୍ଷର ଶିଶୁକୁ ସନ୍ଦେହ ଜଣକ ଭାବେ ଧରି ନେଉଥିବା ଜମେ ଯୁବକଙ୍କୁ ପିଲା ଚୋର ସନ୍ଦେହ କରିଥିଲେ ଲୋକେ । ତେବେ ଚାଉନ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା ।

ଅତି ସନ୍ଦେହ ଜନକ ସ୍ଥିତିରେ ଏକ ପାଞ୍ଚ ବର୍ଷର ଶିଶୁକୁ ଧରି ନେଉଥିବା ବେଳେ ଲୋକଙ୍କ ନଜରରେ ପଡିଯିବାରୁ ସ୍ଥିତି ଜଟିଳ ହୋଇପଡିଥିଲା । ସ୍ଥାନୀୟ ଲୋକେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ । ପରେ ଗୁରୁତର ଅବସ୍ଥାରେ ଏହି ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ ସହରର ମୀନା ବଜାରରେ ଏପରି ସମ୍ବେଦନଶୀଳ ଘଟଣା ଘଟିଛି । ତେବେ ଏହି ଯୁବକ କବଳରୁ ଶିଶୁକୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । କାବୁ ହୋଇଥିବା ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସୁଧାଡ଼ିହି କାଟେଣି ଗ୍ରାମର ସୁବାସ ବେହେରା ବୋଲି ସେ ନିଜେ ପ୍ରକାଶ କରିଛି । ଏ ସମ୍ପର୍କରେ ଟାଉନ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.