ETV Bharat / state

ଟ୍ରକରୁ ଡ୍ରାଇଭରର ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଜାରି - ଟ୍ରକରୁ ଡ୍ରାଇଭରର ମୃତଦେହ ଉଦ୍ଧାର

ଟ୍ରକ ଭିତରୁ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ମହିମା ମଠ ନିକଟରୁ ଟ୍ରକରୁ ମୃତ ଦେହ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

kamakhyanagar-murder-suspected-dead-body-found-inside-truck
kamakhyanagar-murder-suspected-dead-body-found-inside-truck
author img

By

Published : Jan 30, 2020, 8:47 PM IST

ଢେଙ୍କାନାଳ: କାମାକ୍ଷାନଗର ଥାନା ଜଗନ୍ନାଥ ବଜାର ମହିମା ମନ୍ଦିର ନିକଟରୁ ଟ୍ରକ ଭିତରୁ ଡ୍ରାଇଭରର ମୃତଦେହ ଉଦ୍ଧାର। ମୃତକ ହେଲେ ଇନ୍ଦୁପୁରୁ ଗ୍ରାମର ଅମରେନ୍ଦ୍ର ଦାସ। ଟ୍ରକଟି ଗତ ୪ଦିନ ହେବ ଏହି ସ୍ଥାନରେ ଛିଡାହୋଇଥିଲା। ଅମରେନ୍ଦ୍ର ଏହି ଟ୍ରକକୁ ଦୀର୍ଘଦିନ ହେବ ଡ୍ରାଇଭର ଭାବେ ଚଲାଉଥିଲେ। ତେବେ ସ୍ଥାନୀୟ ଲୋକ ସକାଳୁ ଟ୍ରକଟି ଏହିଠାରେ କାହିଁକି ଏତେଦିନ ହେଲା ରହିଛି ବୋଲି ସନ୍ଦେହ କରି ଦେଖିବାରୁ ଟ୍ରକ ଭିତରେ ମୃତକଙ୍କୁ ଦେଖିବାକୁ ପାଇଥିଲେ ।

ଟ୍ରକରୁ ଡ୍ରାଇଭରର ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଜାରି

ପରେ ଅମରେନ୍ଦ୍ରର ବାପା ଘଟଣାସ୍ଥଳରେ ପୁଅକୁ ଚିହ୍ନଟ କରିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଅାଙ୍କର- ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଗନ୍ନାଥ ବଜାର ମହିମା ମନ୍ଦିର ନିକଟରୁ ଟ୍ରକ ଭିତରୁ ଡ୍ରାଇଭରର ମୃତଦେହ ଉଦ୍ଧାର କରାଯାଇଛି।। ମୃତକ ହେଲେ ଇନ୍ଦୁପୁରୁ ଗ୍ରାମର ଅମରେନ୍ଦ୍ର ଦାସ।
Body:ଟ୍ରକଟି ଗତ ୪ଦିନ ହେବ ଏହି ସ୍ଥାନରେ ଛିଡାହୋଇଥିଲା। ଅମରେନ୍ଦ୍ର ଏହି ଟ୍ରକକୁ ଦିର୍ଘଦିନ ହେବ ଡ୍ରାଇଭର ଭାବେ ଚଲାଉଥିଲେ।ତେବେ ସ୍ଥାନିୟ ଲୋକ ସକାଳୁ ଟ୍ରକଟି ଏହିଠାରେ କାହିଁକି ଏତେଦିନ ହେଲା ରହିଛି ବୋଲି ସନ୍ଦେହ କରି ଦେଖିବାରୁ ଟ୍ରକ ଭିତରେ ଜଣେ ଶୋଇଛି ଏବଂ ପାଟିରୁ ରକ୍ତ ବାହାରିଥିବାର  ଦେଖିବାକୁ ପାଇଥିଲେ। ପରେ ଅମରେନ୍ଦ୍ରର ବାପା ଅାସି ପୁଅକୁ ଚିହ୍ନଟ କରିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Conclusion:ସାଇଣ୍ଟିଫିକ ଟିମ ଉପସ୍ଥିତିରେ ଶବ ବାହାର କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି ପୁଲିସ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.