ETV Bharat / state

ନର୍ଭେରାମ କାରଖାନାରେ ଆୟକର ବିଭାଗର ଚଢ଼ାଉ - ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ଲାଣ୍ଟ

ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଆୟକର ବିଭାଗର ଚଢ଼ାଉ । ଆୟକର ଫାଙ୍କୁଥିବା ନେଇ ସଙ୍ଗୀନ ଅଭିଯୋଗ ଉଠିବା ପରେ ଚଢାଉ କରାଯାଇଛି। ଅଧିକ ପଢନ୍ତୁ...

ନର୍ଭେରାମ କାରଖାନାରେ ଆୟକର ବିଭାଗର ଚଢ଼ାଉ
ନର୍ଭେରାମ କାରଖାନାରେ ଆୟକର ବିଭାଗର ଚଢ଼ାଉ
author img

By

Published : Jan 19, 2021, 1:50 PM IST

ଢେଙ୍କାନାଳ: ନର୍ଭେରାମ କାରଖାନାରେ ଆୟକର ବିଭାଗର ଚଢ଼ାଉ । ଗୁଣ୍ଡିଚାପଡ଼ା ସ୍ଥିତ ଏହି ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କାରଖାନା ଅବସ୍ଥିତ । ବର୍ତ୍ତମାନ ଆୟକର ବିଭାଗର ସ୍ବତନ୍ତ୍ର ଟିମ ପକ୍ଷରୁ ଚାଲିଛି ଯାଞ୍ଚ । ଆୟକର ଫାଙ୍କୁଥିବା ନେଇ ସଙ୍ଗୀନ ଅଭିଯୋଗ ଉଠିବା ପରେ ଚଢାଉ କରାଯାଇଛି।

ନର୍ଭେରାମ କାରଖାନାରେ ଆୟକର ବିଭାଗର ଚଢ଼ାଉ

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.