ETV Bharat / state

ଶାମଳ ସଂରକ୍ଷିତ ଜଙ୍ଗଲରେ ନିଆଁ

author img

By

Published : Mar 22, 2021, 10:03 PM IST

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ତ ଶାମଳ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଏହି ନିଆଁରେ ଶହଶହ ଏକର ଜଙ୍ଗଲ ଜଳି ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ଶାମଳ ସଂରକ୍ଷିତ ଜଙ୍ଗଲରେ ନିଆଁ
ଶାମଳ ସଂରକ୍ଷିତ ଜଙ୍ଗଲରେ ନିଆଁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ତ ଶାମଳ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।
ଏହି ନିଆଁରେ ଶହଶହ ଏକର ଜଙ୍ଗଲ ଜଳି ପୋଡି ପାଉଁଶ ହୋଇଯାଇଛି ।

ଶାମଳ ସଂରକ୍ଷିତ ଜଙ୍ଗଲରେ ନିଆଁ

ଅପରାହ୍ନରେ କେହି ଦୁର୍ବୃତ୍ତ ଶାମଳ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଚମ୍ପଟ ମାରିଥିବା ବେଳେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । ନିଆଁ ଲିଭାଇବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା । ତେଣୁ ଭୁବନ ଅଗ୍ନିଶମ ବିଭାଗକୁ ଖବର କରାଯାଇଥିଲା । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଥିଲେ । ତେବେ ଏହି ନିଆଁରେ ଶହଶହ ଏକର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.