ETV Bharat / state

ହୁତୁହୁତୁ ଜଳୁଛି ଢେଙ୍କାନାଳ ଜଙ୍ଗଲ - dhenkanal forest fire

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନ ବାଲିବୋ ଗାଁର ସଂରକ୍ଷିତ ଜଙ୍ଗଲରେ ନିଆଁ । ଶିକାର କରିବା ଉଦ୍ଦେଶ୍ୟରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ହୁତୁହୁତୁ ଜଳୁଛି ଢେଙ୍କାନାଳ ଜଙ୍ଗଲ
ହୁତୁହୁତୁ ଜଳୁଛି ଢେଙ୍କାନାଳ ଜଙ୍ଗଲ
author img

By

Published : Apr 5, 2021, 11:13 AM IST

ଢେଙ୍କାନାଳ: ଦୁଇ ଦିନ ହେଲା ଜଳୁଛି ସଂରକ୍ଷିତ ପାହାଡ । ନିଆଁରେ ଜଳିପୋଡି ପାଉଁଶ ଶହ ଶହ ଏକରର ଜଙ୍ଗଲ । ଢେଙ୍କାନାଳ ଜିଲ୍ଲାର ଭୁବନ ବନାଞ୍ଚଳ ଅଧିନ ବାଲିବୋ ଗାଁର ପାହାଡରେ ଲାଗିଛି ନିଆଁ ।

ହୁତୁହୁତୁ ଜଳୁଛି ଢେଙ୍କାନାଳ ଜଙ୍ଗଲ

ଶିକାର ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଭୁବନ ବନାଞ୍ଚଳର ଅଧିକାରୀମାନଙ୍କର ଦେଖାନାହିଁ । ଏହି ପାହାଡରେ ବିଭିନ୍ନ କିସମର ବଡ ବଡ ଗଛ ଥିବାବେଳେ ଅନେକ ପ୍ରକାରର ହିଂସ୍ର ଜନ୍ତୁ ଦେଖାଦେଇଥାନ୍ତି । ଏହି ନିଆଁରେ ଅନେକ ଜୀବଜନ୍ତୁ ପୋଡି ମରିଯାଇଥିବା ଅନୁମାନ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.