ETV Bharat / state

ଶିବ ମନ୍ଦିରରେ ପଶି ଭଙ୍ଗାରୁଜା କଲେ ବଣୁଆ ହାତୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଆରମ୍ଭ କରିଛନ୍ତି । ଗୁରୁବାର ଭୋର ସମୟରେ ଓଡାପଡ଼ା ସାନଧଳପୁର ଗ୍ରାମରେ ହାତୀପଲ ପଶି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଏହି ହାତୀ ପଲ ଗାଁ ମୁଣ୍ଡରେ ଥିବା ନୀଳକଣ୍ଠେଶ୍ବର ଶିବ ମନ୍ଦିର ପାଚେରୀ ଭାଙ୍ଗି ଦେଇଛନ୍ତି ।

author img

By

Published : Jul 30, 2020, 3:14 PM IST

elephant
ଶିବ ମନ୍ଦିରରେ ପଶି ଭଙ୍ଗାରୁଜା କଲେ ବଣୁଆ ହାତୀ

ଢେଙ୍କାନାଳ: ପୁଣି ବଣୁଆ ହାତୀ ମାନଙ୍କର ଉପଦ୍ରବ ଆରମ୍ଭ ହୋଇଛି । ଗତ କିଛିଦିନ ହେଲା ହାତୀମାନେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳରେ ଉପଦ୍ରବ ଆରମ୍ଭ କରିଛନ୍ତି । ଗୁରୁବାର ଭୋର ସମୟରେ ଓଡାପଡ଼ା ସାନଧଳପୁର ଗ୍ରାମରେ ହାତୀପଲ ପଶି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି ।

ଏହି ହାତୀ ପଲ ଗାଁ ମୁଣ୍ଡରେ ଥିବା ନୀଳକଣ୍ଠେଶ୍ବର ଶିବ ମନ୍ଦିର ପାଚେରୀ ଭାଙ୍ଗି ଦେଇଛନ୍ତି । ଏପରିକି ମନ୍ଦିର ପରିସରରେ ପଶି ଗଛପତ୍ର ଭାଙ୍ଗି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ପରେ ହାତୀପଲ ପାଖ ଜଙ୍ଗଲକୁ ପଳାଇ ଯାଇଥିଲେ ମଧ୍ୟ ହାତୀପଲଙ୍କ ଏପରି କାଣ୍ଡରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.