ETV Bharat / state

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ - dhenkanal news

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ । ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ କରାଯାଇଥିଲା ପ୍ରତିବାଦ । ଅଧିକ ପଢନ୍ତୁ...

A memorandum  given by dhenkanal thikers forom to Tata Power's executive engineer for unannounced power cut
ଅଘୋଷିତ ବିଦ୍ୟୁତ କାଟକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
author img

By

Published : Jun 1, 2021, 7:18 AM IST

ଢେଙ୍କାନାଳ: ଘନ ଘନ ବିଦ୍ୟୁତ କାଟକୁ ନେଇ ବଢୁଛି ଅସନ୍ତୋଷ । ଏନେଇ ପ୍ରତିବାଦର ସ୍ବର ଉଠାଇଛି ଢେଙ୍କାନାଳର ଥିଙ୍କରସ ଫୋରମ । ଜିଲ୍ଲାକୁ ବିଦ୍ୟୁତ ଯୋଗାଣ କରୁଥିବା ଟାଟା ପାଓ୍ବାର କମ୍ପାନୀର ଅଘୋଷିତ ବିଦ୍ୟୁତକାଟକୁ ବିରୋଧ କରାଯାଇଛି । ଏନେଇ ଫୋରମର ସଦସ୍ୟମାନେ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ମହାନ୍ତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଫୋରମର ବରିଷ୍ଠ ସଦସ୍ୟ ଆଡ଼ଭୋକେଟ ଆଇନିଜୀବୀ ଦୀପକ ପଟ୍ଟନାୟକ ଓ ପ୍ରତାପ ପଣ୍ଡାଙ୍କ ନେତୃତ୍ବରେ ଯାଇଥିବା ଏକ ଦଳ ଏହି ସ୍ମାରକ ପତ୍ର ପ୍ରଦାନ କରି ସମସ୍ୟାର ସମାଧାନପାଇଁ ଦାବୀ କରିଥିଲେ । ଯଦି ତୁରନ୍ତ ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଢେଙ୍କାନାଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଫୋରମ ପକ୍ଷରୁ ଚେତାବନୀ ଦିଆଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.