ETV Bharat / state

ଦୁଷ୍କର୍ମ ଉଦ୍ୟମ କରି ଫସିଲା ଯୁବକ, ଉତ୍ତମ-ମଧ୍ୟମ ଦେଲେ ଗ୍ରାମବାସୀ

author img

By

Published : Oct 12, 2020, 8:13 PM IST

ଘରେ କେହି ନଥିବା ସମୟରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ କରି ଫସିଲା ଯୁବକ । ଗାଁ ଲୋକ ଧରି ନିର୍ଦ୍ଧୁମ ଛେଚିଲେ ।

A man arrested trying to missbihave a women
ଦୁଷ୍କର୍ମ ଉଦ୍ୟମକରି ଫସିଲା ଯୁବକ,ଉତ୍ତମ ମଧ୍ୟମ ଦେଲେ ଗାଁ ଲୋକ

ଢେଙ୍କାନାଳ: ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ କରିବା ପଡିଲା ଭାରି । ଭୁବନ ନୀଳକଣ୍ଠପୁର ଗ୍ରାମରେ ସ୍ବାମୀର ଅନୁପସ୍ଥିତିରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ କରି ଗାଁ ଲୋକଙ୍କଠାରୁ ଛେଚା ଖାଇଲା ଦୁର୍ବୃତ୍ତ ।

ନୀଳକଣ୍ଠପୁର ଗାଁରେ ଜଣେ ବ୍ୟକ୍ତି ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ କରିଛି । ମହିଳାଙ୍କ ସ୍ବାମୀ ଘରେ ନଥିବା ସମୟରେ ତଳସାହି ଗାଁର ମଙ୍ଗରାଜ ସାହୁ ଘରେ ପଶି ମହିଳାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା । କୌଣସି ମତେ ମହିଳା ଜଣକ ମଙ୍ଗରାଜଙ୍କ କବଳରୁ ଖସିଯାଇ ଚିତ୍କାର କରିଥିଲା । ଚିତ୍କାର ଶୁଣି ପଡୋଶୀଙ୍କ ସହ ମହିଳାଙ୍କ ଦିଅର ବୁଲୁ ସାମଲ ଓ ପ୍ରଫୁଲ୍ଲ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମଙ୍ଗରାଜ ସେମାନଙ୍କୁ ଦେଖି ଚାଳ କଣା କରି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଥିଲା । ଗାଁ ଲୋକେ ବହେ ଛେଚିବା ସହ ମଙ୍ଗରାଜକୁ ପୋଲିସ ଜିମା ଦେଇଥିଲେ ।

ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.