ETV Bharat / state

ମହିଳାଙ୍କୁ ମାଡମରା ଭିଡିଓ ଭାଇରାଲ ଘଟଣା, ବନ୍ଧା ହେଲେ ମା’ ପୁଅ - ମହିଳାଙ୍କୁ ମାଡମରାର ଭିଡିଓ ଭାଇରାଲ

ମହିଳାଙ୍କୁ ଗୋଇଠା ମାଡର ଭିଡିଓ ଭାଇରାଲ ଘଟଣା । ମାଆ ଓ ପୁଅଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

a lady was attacked by two person in dhenkanal
ମହିଳାଙ୍କୁ ମାଡମରା ଭିଡିଓ ଭାଇରାଲ ଘଟଣା, ବନ୍ଧା ହେଲେ ମାଆ,ପୁଅ
author img

By

Published : Aug 4, 2020, 9:33 AM IST

Updated : Aug 4, 2020, 11:27 AM IST

ଢେଙ୍କାନାଳ: ଜଣେ ମହିଳାଙ୍କୁ ନିର୍ଦ୍ଦୟଭାବେ ମାଡମରାଯାଉଥିବାର ଏକ ଭିଡିଓ ଢେଙ୍କାନାଳରେ ଭାଇରାଲ ହୋଇଥିଲା । ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମହେନ୍ଦ୍ର ଗୁରୁ ଓ ଭାରତୀ ଗୁରୁ । ଗଁନ୍ଦିଆ ଝାରଦା ଗାଁରେ ରୀନା ଗୁରୁଙ୍କୁ ନିର୍ଦ୍ଦୟଭାବେ ମାଆ ଓ ପୁଅ ମାଡ ମାରିଥିଲେ ।

a lady was attacked by two person in dhenkanal
ମହିଳାଙ୍କୁ ମାଡମରା ଭିଡିଓ ଭାଇରାଲ ଘଟଣା, ବନ୍ଧା ହେଲେ ମାଆ,ପୁଅ

ଏଥିରେ ମହିଳା ଜଣକ ଲହୁ ଲୁହାଣ ହୋଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଏ ସମ୍ପର୍କରେ ମହିଳା ଜଣକ ଗଁନ୍ଦିଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି 2 ଜଣଙ୍କୁ ଗିରଫ କରଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 4, 2020, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.