ETV Bharat / state

ଢେଙ୍କାନାଳରେ ଗୋଟିଏ ଦିନରେ ୪ ମୁଣ୍ଡ ନେଲା କିଲର ଭାଇରସ - କୋରୋନା

ଢେଙ୍କାନାଳ ଜିଲ୍ଲାରେ 24 ଘଣ୍ଟାରେ ୪ ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଛି। ଅଧିକ ପଢନ୍ତୁ...

ଢେଙ୍କାନାଳରେ ଗୋଟିଏ ଦିନରେ ୪ ମୁଣ୍ଡନେଲା କିଲର ଭାଇରସ

author img

By

Published : Jun 8, 2021, 7:58 PM IST

ଢେଙ୍କାନାଳ: ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନଥିବା ବେଳେ ଏଥିରୁ ବାଦ ପଡିନାହିଁ ଢେଙ୍କାନାଳ ଜିଲ୍ଲା। ଢେଙ୍କାନାଳ ଜିଲ୍ଲାରେ ଆଜି ଗୋଟିଏ ଦିନରେ ୪ ଜଣଙ୍କର ମୁଣ୍ଡ ନେଲା କୋରୋନା। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି।

ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଛି। ସେପଟେ ଜିଲ୍ଲାରେ ଆଜି ୩୦୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ଗୃହ ସଂଗରୋଧରୁ ୨୮୭ ଜଣ ଓ ହସ୍ପିଟାଲରୁ ୧୯ଜଣ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ହିନ୍ଦୋଳ ବ୍ଳକରୁ ସର୍ବାଧୀକ ୧୦୯ ଜଣ ଚିହ୍ନଟ ହୋଇଛନ୍ତି। 24 ଘଣ୍ଟାରେ ଜିଲ୍ଲାରେ ୧୫୨୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପଟେ ଆଜି ୨୪୯ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ମୋଟ ସୁସ୍ଥ ସଂଖ୍ୟା ୧୨୩୫୦ରେ ପହଞ୍ଚିଛି। ବର୍ତ୍ତମାନ ଜିଲ୍ଲାରେ ୨୮୨୧ଜଣ ଚିକତ୍ସାଧୀନ ଅଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.