ETV Bharat / state

ଦେବଗଡ଼ କୋଭିଡ ହସ୍ପିଟାଲ ସହ ପ୍ରଯତ୍ନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

author img

By

Published : Apr 24, 2020, 6:23 PM IST

ଓଡିଶା ସରକାରଙ୍କ ପକ୍ଷରୁ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ପଲିଟେକ୍ନିକ ମହାବିଦ୍ୟାଳୟ ଠାରେ କୋଭିଡ-19 ହସ୍ପିଟାଲ ସହ ପ୍ରଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଗୁରୁବାର ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପହଞ୍ଚି ଇଭୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Deograh mla visited covid Hospital and the operation center
ଦେବଗଡ଼ କୋଭିଡ ହସ୍ପିଟାଲ ସହ ପ୍ରଯତ୍ନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ଦେବଗଡ: ଓଡିଶା ସରକାରଙ୍କ ପକ୍ଷରୁ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ପଲିଟେକ୍ନିକ ମହାବିଦ୍ୟାଳୟ ଠାରେ କୋଭିଡ-19 ହସ୍ପିଟାଲ ସହ ପ୍ରଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ମୋଟ 210 ଶଯ୍ୟା ବିଶିଷ୍ଟ କାର୍ଯ୍ୟକ୍ଷମ କରାଯାଇଥିବା ଏହି କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ କୋରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବ । ଏଥିରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସହିତ ପ୍ରତ୍ୟେକ ବେଡ଼ ପାଇଁ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି ।

ସେହିପରି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ଭାବରେ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗୁରୁବାର ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ପ୍ରଯତ୍ନ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ ବିଧାୟକଙ୍କ ସହିତ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ ଉପାଧ୍ୟାୟ ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.