ETV Bharat / state

ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ, 60 ଲିଟର ଦେଶୀମଦ ଜବତ - 60 liters of liquor were seized

ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀମଦ ଓ ମହୁଲ ପୋଚ ଜବତ କରାଯାଇଛି । ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ଚୋରାମଦ କାରବାର ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ...

Devgarh evacuation department, 60 liters of liquor were seized
ଦେବଗଡ଼ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,60 ଲିଟର ଦେଶୀମଦ ଜବତ
author img

By

Published : Apr 28, 2020, 5:24 PM IST

ଦେବଗଡ଼: ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀମଦ ଓ ମହୁଲ ପୋଚ ଜବତ କରାଯାଇଛି । ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ଚୋରାମଦ କାରବାର ବଢ଼ିବାରେ ଲାଗିଛି ।

ଦେବଗଡ଼ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,60 ଲିଟର ଦେଶୀମଦ ଜବତ

ଜିଲ୍ଲାର କିଛି ମଦମାଫିଆ ଲକଡାଉନର ସୁଯୋଗ ନେଇ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ତାହାକୁ ବିଭିନ୍ନ ଅଞ୍ଚଳରେ ଚଢା ଦାମରେ ବିକ୍ରିକରି ଆସୁଥିବା ବାରମ୍ବାର ଅଭିଯୋଗ ହେଉଛି ।

Devgarh evacuation department, 60 liters of liquor were seized
ଦେବଗଡ଼ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,60 ଲିଟର ଦେଶୀମଦ ଜବତ

ଆଜି ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପ୍ରମୁଖ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ସିଆରିଆ ଓ ଦେବଗଡ଼ ପୌରାଞ୍ଚଳ ଅଧିନ ପୁରୁଣାଗଡ଼ ଠାରେ ଚଢ଼ାଉ କରି ମୋଟ 60 ଲିଟର ଦେଶୀ ରନ୍ଧା ମଦ ଓ 1880 କିଲୋ ମହୁଲ ପୋଚ ଜବତ କରିଛନ୍ତି ।

ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା 5 ଜଣଙ୍କ ନାମରେ CRPC u/s 42 ଅନୁଯାୟୀ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

ବିଗତ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଘନଘନ ଚଢ଼ାଉ ଫଳରେ ବେଆଇନ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.