ETV Bharat / state

ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡଙ୍ଗୀ

ଗୁରୁବାର ସନ୍ଧ୍ୟାରେ ଅଚାନକ ଏସସିବି ମେଡିକାଲ ଆସି ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

Union Minister
Union Minister
author img

By

Published : Jan 16, 2020, 8:17 PM IST

କଟକ: ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଗୁରୁବାର ସନ୍ଧ୍ୟାରେ ଅଚାନକ ଏସସିବି ମେଡିକାଲ ଆସି ଆହତ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆହତଙ୍କୁ କିପରି ଭାବେ ଉପଯୁକ୍ତ ସେବା ମିଳିବ ସେନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଏସସିବିରେ ଭେଟିଲେ ପ୍ରତାପ ଷଡଙ୍ଗୀ

ଏହାସହିତ ମେଡିକାଲର ଭିତ୍ତିଭୂମି ରୋଗୀଙ୍କ ପାଇଁ ଉପଯୁକ୍ତ ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଶୌଚାଳୟଠୁ ଆରମ୍ଭ କରି ରୋଗୀଙ୍କ ରହିବା ପର୍ଯ୍ୟନ୍ତ ସବୁ ଦିଗରେ ଘୋର ଅଭାବ ରହିଛି ଏସିବି ମେଡିକାଲରେ । କେବଳ ସେତିକି ନୁହେଁ କଟକ ବଡ ମେଡିକାଲରେ ରୋଗୀ ସେବା ପ୍ରଦାନ କ୍ଷେତ୍ରରେ କିଭଳି ଭାବେ ଆଗକୁ ବିକାଶ ହେବ ସେଥିରେ ଗୁରୁତ୍ବରୋପ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ ଆଜି (ଗୁରୁବାର) ହୋଇଥିବା ଟ୍ରେନ ଦୁର୍ଘଟଣାରର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ଏବଂ 4ଜଣ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତି ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଜି ସନ୍ଧ୍ୟା ରେ ଅଚାନକ ଏସିବି ମେଡିକାଲ ଆସି ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କୁ କିପରି ଭାବେ ସୁସ୍ଥ କରାଯିବ ସେନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା ।

ଏହାସହିତ ମେଡିକାଲ ର ସ୍ଥିତି ରୋଗୀ ଙ୍କ ପାଇଁ ଉପଯୁକ୍ତ ନଥିବା ବଖାଣିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଶୌଚାଳୟ ଠୁ ଆରମ୍ଭ କରି ରୋଗୀ ଙ୍କ ରହିବା ପର୍ଯ୍ୟନ୍ତ ସବୁ ଦିଗରେ ଘୋର ଅଭାବ ରହିଛି ଏସିବି ମେଡିକାଲ ରେ । କେବଳ ସେତିକି ନୁହେଁ କଟକ ବଡ଼ ମେଡିକାଲ ରେ ରୋଗୀ ସେବା ପ୍ରଦାନ କ୍ଷେତ୍ରରେ ରେ କିଭଳି ଭାବେ ଆଗକୁ ବିକାଶ ହେବ ସେଥିରେ ଗୁରୁତ୍ୱ ଆରୋପ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ ଆଜି ହୋଇଥିବା ଟ୍ରେନ ଦୁର୍ଘଟଣାର ର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଯିଏ ବି ଏହି ବଡ଼ ଅଘଟଣ ପାଇଁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଏହିଭଳି ଘଟଣା ଯେପରି ନଘଟେ ସେଥିପାଇଁ ଆମେ ସଜାଗ ରହିଛୁ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । Body:ବାଇଟ: ପ୍ରତାପ ଷଡ଼ଙ୍ଗୀ( କେନ୍ଦ୍ରମନ୍ତ୍ରୀ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.