ETV Bharat / state

ହାଇକୋର୍ଟରେ ସାନଖେମୁଣ୍ଡି ଓ ରାଉରକେଲା ନିର୍ବାଚନୀ ମାମଲା ଦାଏର

ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ନାୟକଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାଏର । ବିଜେପିର ପରାଜିତ ପ୍ରାର୍ଥୀ ନିହାର ରଞ୍ଜନ ରାୟ ଏହି ମାମଲା ଦାଏର କରିଛନ୍ତି । ସେହିପରି ସାନଖେମୁଣ୍ଡି ବାହୁବଳୀ ବିଧାୟକ ରମେଶ ଜେନାଙ୍କ ବିରୋଧରେ ମଧ୍ୟ ନିର୍ବାଚନୀ ମାମଲା ହାଇକୋର୍ଟରେ ଦାଏର ହୋଇଛି । ବିଜେଡିର ପରାଜିତ ପ୍ରାର୍ଥିନୀ ନନ୍ଦିନୀ ଦେବୀ ଏହି ମାମଲା ଦାଏର କରିଛନ୍ତି ।

author img

By

Published : Jul 9, 2019, 12:34 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ନାୟକଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାଏର ହୋଇଛି । ଶାରଦା ନାୟକ ଲାଭଜନକ ସଂସ୍ଥା ସହ ଜଡିତ ଥିବା ଦର୍ଶାଇ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ମାମଲା ଦାଏର ହୋଇଛି । ବିଜେପିର ପରାଜିତ ପ୍ରାର୍ଥୀ ନିହାର ରଞ୍ଜନ ରାୟ ଏହି ମାମଲା ଦାଏର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହାଛଡା ସେ ନିଜର ଅପରାଧିକ ପୃଷ୍ଟଭୂମୀ ଏବଂ ସମ୍ପତ୍ତି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ସତ୍ୟପାଠରେ ଦେଇନଥିବା ଅଭିଯୋଗ ହୋଇଛି । ଏ ସବୁକୁ ଦୃଷ୍ଟିରେ ରଖି ଶାରଦାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରି ତାଙ୍କୁ ବିଜୟୀ ଘୋଷଣା କରିବା ପାଇଁ ନିହାର ନିଜ ଆବେଦନରେ ଦର୍ଶାଇଛନ୍ତି । ସେହିପରି ସାନଖେମୁଣ୍ଡି ବାହୁବଳୀ ବିଧାୟକ ରମେଶ ଜେନାଙ୍କ ବିରୋଧରେ ମଧ୍ୟ ନିର୍ବାଚନୀ ମାମଲା ହାଇକୋର୍ଟରେ ଦାଏର ହୋଇଛି ।

ବିଜେଡିର ପରାଜିତ ପ୍ରାର୍ଥିନୀ ନନ୍ଦିନୀ ଦେବୀ ଏହି ମାମଲା ଦାଏର କରିଛନ୍ତି । ସୁପ୍ରିମକୋର୍ଟ ତଥା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପରାଧିକ ମାମଲା ବାବଦରେ ଅତି କମରେ ୩ ଥର ଗଣମାଧ୍ୟମରେ ପ୍ରସାରଣ କରିବା ନିୟମ ରହିଛି । ମାତ୍ର ସାନଖେମୁଣ୍ଡି ବିଧାୟକ ଥରେ ମଧ୍ୟ ଗଣମାଧ୍ୟମରେ ଏନେଇ କୌଣସି ପ୍ରସାର କରିନଥିବା ଅଭିଯୋଗ ହୋଇଛି । ଏହା ଭାରତୀୟ ଜନପ୍ରତିନିଧି ଆଇନ୧୯୫୧ର ଉଲଘଂନ ହେଉଥିବା ଦର୍ଶାଇ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ନନ୍ଦିନୀ ଦେବୀ ଆବେଦନରେ ଉଲ୍ଲେଖ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ପୂର୍ବତନ ମନ୍ତ୍ରୀ ତଥା ରାଉଳକେଲା ବିଧାୟକ ଶାରଦା ନାୟକ ଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର । ଶାରଦା ନାୟକ ଲାଭଜନକ ସଂସ୍ଥା ସହ ଜଡିତ ଥିବା ଦର୍ଶାଇ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ମାମଲା ଦାୟର ହୋଇଛି । ବିଜେପିର ପରାଜିତ ପ୍ରାର୍ଥୀ ନିହାର ରଞ୍ଜନ ରାୟ ଏହି ମାମଲା ଦାୟର କରିଛନ୍ତି ।ଏହାଛଡା ସେ ନିଜର ଅପରାଧିକ ପୃଷ୍ଟଭୂମୀ ଏବଂ ସଂମ୍ପତ୍ତି ବିଷୟରେ ସଂମ୍ପୃଣ୍ଣ ତଥ୍ୟ ସତ୍ୟପାଠରେ ଦେଇନଥିବା ଅଭିଯୋଗ ହୋଇଛି । ଏ ସବୁକୁ ଦୃଷ୍ଟିରେ ରଖି ଶାରଦାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରି ତାଙ୍କୁ ବିଜୟୀ ଘୋଷଣା କରିବା ପାଇଁ ନିହାର ନିଜ ଆବେଦନରେ ଦର୍ଶାଇଛନ୍ତି । ସେହିପରି ସାନଖେମୁଣ୍ଡି ବାହୁବଳୀ ବିଧାୟକ ରମେଶ ଜେନାଙ୍କ ବିରୋଧରେ ମଧ୍ୟ ନିର୍ବାଚନୀ ମାମଲା ହାଇକୋର୍ଟରେ ଦାୟର ହୋଇଛି । ବିଜେଡିର ପରାଜିତ ପ୍ରାର୍ଥୀନି ନିନ୍ଦିନୀ ଦେବୀ ଏହି ମାମଲା ଦାୟର କରିଛନ୍ତି । ସୁପ୍ରିମକୋର୍ଟ ତଥା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପରାଧୀକ ମାମଲା ବାବଦରେ ଅତି କମରେ ୩ ଥର ଗଣମାଧ୍ୟମରେ ପ୍ରଶାସରଣ କରିବା ନିୟମ ରହିଛି । ମାତ୍ର ସାନଖେମୁଣ୍ଡି ବିଧାୟକ ଥରୁ ଟିଏ ମଧ୍ୟ ଗଣମାଧ୍ୟମରେ ଏ କୌଣସି ପ୍ରସାର କରିନଥିବା ଅଭିଯୋଗ ହୋଇଛି । ଏହା ଭାରତୀୟ ଜନପ୍ରତିନିଧି ଆଇନ୧୯୫୧ର ଉଲଘଂନ ହେଉଥିବା ଦର୍ଶାଇ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରିବା ପାଇଁ ନନ୍ଦିନୀ ଦେବୀ ଆବେଦନରେ ଉଲ୍ଲେଖ କରିଛନ୍ତି ।

ବାଇଟ-୧-- ଅସୀମ ଅମିତାଭ ଦାସ , ନନ୍ଦିନୀ ଦେବୀଙ୍କ ଓକିଲBody:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.