ETV Bharat / state

ଓଟିଇଟି ତ୍ରୁଟି: ବୋର୍ଡ ଉପରେ ବର୍ଷିଲା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ - board news

ଓଟିଇଟି ପରୀକ୍ଷା ତ୍ରୁଟି ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 19, 2019, 5:41 PM IST

କଟକ: ଥମୁନି ଓଟିଇଟି ବିବାଦ । ଓଟିଇଟି ପରୀକ୍ଷା ତ୍ରୁଟି ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ।

ଏନେଇ ଶନିବାର ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଶିକ୍ଷକ । ଏଥିସହିତ ବୋର୍ଡ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ପରୀକ୍ଷାର୍ଥୀମାନେ କାହିଁକି ଏହାର ଦଣ୍ଡ ଭୋଗିବେ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଗ୍ରେସ ମାର୍କ ପ୍ରଦାନ କରିବାକୁ ଦାବି କରିଛି ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ । ବାରମ୍ବାର ହେଉଥିବା ଏଭଳି ତ୍ରୁଟିର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଥମୁନି ଓଟିଇଟି ବିବାଦ।ଓଟିଇଟି ପରୀକ୍ଷା ତ୍ରୁଟି ବିରୋଧରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ଆଜି ବୋର୍ଡ କାର୍ଯ୍ୟଳୟ ଆଗରେ ବିକ୍ଷୋବ ପ୍ରଦର୍ଶନ କରିଛି।ଶତାଧିକ ଶିକ୍ଷକ ଆଜି ବୋର୍ଡ କାର୍ଯ୍ୟାଳୟ ଆଗରେ ବୋର୍ଡ କର୍ତ୍ତୃପକ୍ଷ ଙ୍କ ବିରୋଧରେ ନାରାବାଜି ଦେଇଛନ୍ତି।ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ପରୀକ୍ଷାର୍ଥୀ ମାନେ କାହିଁକି ଦୋଷ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ।
ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଗ୍ରେସ ମାର୍କ ପ୍ରଦାନ କରିବାକୁ ଦାବି କରିଛି ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ।ତେବେ ଏହି ତ୍ରୁଟି ପାଇଁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।ସମସ୍ୟାର ସମାଧାନ କରାନଗଲେ,ନବୀନ ନିବାସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ।

ବାଇଟ - ଶରତ ଚନ୍ଦ୍ର ନାୟକ,ସଭାପତି,ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.