ETV Bharat / state

‘ବସ୍ତି ବାସିନ୍ଦାଙ୍କ ପ୍ରତି ଅତ୍ୟାଚାର ହେଉଛି’ - cuttack slum association allegation

ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପରେ ପ୍ରଶାସନ କିଛି ସ୍କୁଲ ଘରେ ସେମାନଙ୍କୁ ରଖିଛି । ହେଲେ ଗୋଟିଏ ଘରେ 15ରୁ ଉର୍ଦ୍ଧ୍ବ ବାସିନ୍ଦା ରହୁଛନ୍ତି ଯାହା, କୋଭିଡକୁ ଆମନ୍ତ୍ରଣ କଲାପରି । ଅଧିକ ପଢନ୍ତୁ...

ବସ୍ତି ବାସିନ୍ଧାଙ୍କ ପ୍ରତି ଅତ୍ୟାଚାର ହେଉଛି: ବସ୍ତି ବାସିନ୍ଦା ମିଳିତ ମଞ୍ଚ

author img

By

Published : Jun 26, 2021, 7:39 AM IST

କଟକ: ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପରେ ମଣିଷ ପରି ବ୍ୟବହାର ଦେଖାଯାଉନଥିବା ଅଭିଯୋଗ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । କାହିଁକି ସେମାନଙ୍କ ପ୍ରତି ଅବିଚାର କରୁଛି କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ବୋଲି ପ୍ରଶ୍ନ କରିଛନ୍ତି ସେମାନେ । ଉଚ୍ଛେଦ ପରେ ଏବେ ସେମାନଙ୍କ ସ୍ଥିତି ବିଗିଡିବାରେ ଲାଗିଛି ।

ବସ୍ତି ବାସିନ୍ଧାଙ୍କ ପ୍ରତି ଅତ୍ୟାଚାର ହେଉଛି: ବସ୍ତି ବାସିନ୍ଦା ମିଳିତ ମଞ୍ଚ

ବର୍ତ୍ତମାନ ସମୟରେ କୋଭିଡର ଭୟ ଯେପରି ରହିଛି ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ କିଛି ସ୍କୁଲ ଘରେ ଏହି ବାସିନ୍ଦା ମାନଙ୍କୁ ରଖିଛି । ହେଲେ ଗୋଟିଏ ଘରେ 15ରୁ ଊର୍ଦ୍ଧ୍ବ ବାସିନ୍ଦା ରହୁଛନ୍ତି ଯାହା, କୋଭିଡକୁ ଆମନ୍ତ୍ରଣ କଲାପରି । ତେବେ ଏହି ସକ୍ରିୟ ମୌସୁମୀ ସମୟରେ ବାସିନ୍ଦା ମନେ କିପରି ଘର କରିକି ରହିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି । ତେଣୁ, ଏହାର ସମାଧାନର ବାଟ ଶୀଘ୍ର ବାହାର କରିବାକୁ ଦାବି କରିଛି ମଞ୍ଚ ।

କଟକରୁ ପ୍ରଭୁ କଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.