ETV Bharat / state

ଚିଙ୍ଗୁଡ଼ି ଘେରି ମାମଲା ନେଇ ଚାରି ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ

ଚିଙ୍ଗୁଡ଼ି ଘେରି ମାମଲାରେ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ହେବା ଲାଗି ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢ଼ନ୍ତୁ...

shrimp gheri matter in highcourt, ଚିଙ୍ଗୁଡ଼ି ଘେରି ମାମଲା, ଚାରି ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ
ଚିଙ୍ଗୁଡ଼ି ଘେରି ମାମଲା ନେଇ ଚାରି ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ
author img

By

Published : Jun 2, 2021, 10:07 PM IST

କଟକ: ହାଇକୋର୍ଟରେ ବେଆଇନ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ମାମଲା । ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ହେବାଲାଗି ନିର୍ଦ୍ଦେଶ ଦେଲେ କୋର୍ଟ ।

ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହୋଇଛି ସେନେଇ ରଖିବେ ତଥ୍ୟ । ୨୨ ଜୁନ୍‌ରେ ହେବ ପରବର୍ତ୍ତୀ ଶୁଣାଣି । ଉକ୍ତଦିନ ଭର୍ଚୁଆଲ ମୋଡରେ ହାଜର ହେବ ୪ ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.