ETV Bharat / state

ପାଟକୁରା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Jul 18, 2019, 6:09 PM IST

ଗୁରୁବାର ସନ୍ଧ୍ୟାରେ ସରିବ ପାଟକୁରାରେ ନିର୍ବାଚନ ପ୍ରଚାର । ଆସନ୍ତା 20ରେ ଏହି ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନକୁ ଶେଷ କରିବା ପାଇଁ ନିର୍ବାଚନମଣ୍ଡଳୀରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟ । ଏହି ଆସନକୁ ହାତେଇବା ପାଇଁ ବିଭିନ୍ନ ଦଳୀୟ ନେତା, ମନ୍ତ୍ରୀ ଜୋରଦାର ପ୍ରଚାର ଚଳାଇଛନ୍ତି । ଆସନ୍ତା 20ରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଶାନ୍ତିଶୃଙ୍ଖଳାର ନିର୍ବାଚନକୁ ଶେଷ କରିବାକୁ ଜିଲ୍ଲାରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏଥିପାଇଁ ନିର୍ବାଚନ ମଣ୍ଡଳୀରେ 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ପାଟକୁରାର ସମ୍ବେଦନ ଓ ଅତି ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖାଯାଇଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଇଭିଏମ ଗୁଡିକର ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପାଟକୁରା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ।ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର।ଆସନ୍ତା 20 ରେ ହେବ ନିର୍ବାଚନ।ତେବେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି।ପାଟକୁରା ନିର୍ବାଚନ ମଣ୍ଡଳୀର 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି।ସମ୍ବେଦନ, ଅତି ସମ୍ବେଦନଶୀଳ ବୁଥ ଗୁଡିକ ଉପରେ କଡା ନଜର ରଖାଯାଇଛି।ପୋଲିସ ପେଟ୍ରୋଲିଂ କୁ କଡାକଡି କରାଯିବାକୁ ନିର୍ଦ୍ଧେଶ ଦିଆଯାଇଛି।ସେହିପରି ଇଭିଏମ ଗୁଡିକର ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ କରାଯାଇଛି।ତେବେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ବୋଲି ରାଜ୍ୟ ପୋଲିସ ମହାନିର୍ଦେଶକ କହିଛନ୍ତି।

ବାଇଟ - ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା,ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.