ETV Bharat / state

ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ

ଦାୟିତ୍ବ ଗ୍ରହଣ କଲେ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ସତ୍ୟଜିତ ।

author img

By

Published : Nov 21, 2019, 1:38 AM IST

Updated : Nov 21, 2019, 8:18 AM IST

ମଧ୍ୟବର୍ତ୍ତିକାଳୀନ ଡିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ

କଟକ: ସରକାରୀ ବାସଭବନରେ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି । ଏହାସହ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ସତ୍ୟଜିତ ।

satyajit mohanty takes oath

ଡିଜିପି ବିଜୟ କୁମାର ଶର୍ମାଙ୍କୁ ପୋଲିସ ମୁଖ୍ୟ ପଦରୁ ହଟାଯିବା ପରେ ସତ୍ୟଜିତ ମହାନ୍ତିଙ୍କୁ ତୁରନ୍ତ ଦାୟିତ୍ବ ନେବାକୁ ସିଏମଓ ଅଫିସରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ନିର୍ଦ୍ଦେଶନାମା ଜାରି ହେବାପରେ ସତ୍ୟଜିତ ମହାନ୍ତି ସରକାରୀ ବାସଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂତନ ଡିଜି ଭାବେ ନିଯୁକ୍ତି ପାଇଥିବା ଆଇପିଏସ ଅଭୟ ଓଡିଶା ଆସି ଦାୟିତ୍ବ ନେବା ପର୍ଯ୍ଯନ୍ତ ସତ୍ୟଜିତ ମହାନ୍ତି ଏହି ଅତିରିକ୍ତ ଦାୟିତ୍ବରେ ରହିବେ ।

ଗୁରୁବାର ଦିନ 10ଟା ବେଳେ ବିଧିବଦ୍ଧଭାବେ ପୋଲିସ ମୁଖ୍ୟାଳୟରେ ଶପଥ ଗ୍ରହଣ କରିବେ ସତ୍ୟଜିତ୍ । ଏନେଇ ବୁଧବାର ସରକାରୀ ଚିଠି ଜରିଆରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରକାରୀ ବାସଭବନରେ ଔପଚାରିକ ଭାବେ ଶପଥ ଗ୍ରହଣ କଲେ ମଧ୍ୟବର୍ତୀକାଳୀନ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି । ଆସନ୍ତା କାଲି ଦିନ ୧୦ ଟା ବେଳେ ବିଧିବଦ୍ଧ ପୋଲିସ ମୁଖ୍ୟାଳୟରେ ଶପଥ ଗ୍ରହଣ କରିବେ । ଆଜି ସରକାରୀ ଚିଠି ଜରିଆରେ ପୋଲିସ ମୁଖ୍ୟାଳୟରୁ ଦିଆଗଲା ସୂଚନା । Body:No needConclusion:
Last Updated : Nov 21, 2019, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.