ETV Bharat / state

ସାଲେପୁରରେ ବାଇକକୁ ପିଟିଲା ଅଜଣା ଗାଡି, 3 ମୃତ - କଟକ ସାଲେପୁରରେ ଦୁର୍ଘଟଣା

କଟକ ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 3 ଯୁବକ ମୃତ ।

ସାଲେପୁର କେନ୍ଦୁପାଟଣା ଛକରେ ଦୁର୍ଘଟଣା, 3 ଯୁବକ ମୃତ
author img

By

Published : Oct 23, 2019, 10:10 PM IST

କଟକ: ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 3 ଯୁବକ ମୃତ । ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଅଜଣା ଗାଡି ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ସାଲେପୁର ନାନ୍ଦୋଳ ଗାଁର ମୁନା, ରିହାନ, ହୀରା ।

ସାଲେପୁର କେନ୍ଦୁପାଟଣା ଛକରେ ଦୁର୍ଘଟଣା, 3 ଯୁବକ ମୃତ

ସେପଟେ ଅଜଣା ଗାଡିଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ପୋଲିସ ସହାୟତାରେ ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୃଘଟଣା ।ଦୁର୍ଘଟଣା ରେ 3 ଯୁବକ ମୃତ ।ଗୋଟିଏ ବାଇକ ରେ ତିନି ଜଣ ଯୁବକ ଯାଉଥିବା ବେଳେ ଅଜଣା ଗାଡି ସହ ଦୃଘଟଣା ଘଟିଥିଲା।ତେବେ ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଇଥିବା ଜଣା ପଡ଼ିଛି।ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ସମସ୍ତଙ୍କୁ ପୋଲିସ ସହାୟତାରେ ସାଲେପୁର ଗୋଷ୍ଠୀ ସ୍ଵସ୍ଥକେନ୍ଦ୍ରକୁ ଅଣା ଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣ କରିଛନ୍ତି Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.