ETV Bharat / state

ପୂର୍ବ ଶତ୍ରୁତାରୁ ତିଗିରିଆରେ ଡବଲ ମର୍ଡର, ମୁଖ୍ୟ ଅଭିଯୁକ୍ତ ସୁକୁଟା ଗିରଫ - ତିଗିରିଆ ଡବଲ ମର୍ଡର ଘଟଣା

ତିଗିରିଆ ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ସୁକୁଟା ଗିରଫ । ଅଧିକ ପଢନ୍ତୁ

ତିଗିରିଆ ଡବଲ ମର୍ଡର ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ସୁକୁଟା

author img

By

Published : Jul 12, 2022, 10:44 PM IST

କଟକ: ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା ଉପର ଛକ ଡବଲ ମର୍ଡର ଘଟଣାର ହେଲା ପର୍ଦ୍ଦାଫାଶ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁକୁଟାକୁ ଗିରଫ କଲା ପୋଲିସ । ଏନେଇ ଆଜି (ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି ।

ତିଗିରିଆ ଡବଲ ମର୍ଡର ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ସୁକୁଟା

ଗତକାଲି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ପୁରୀ ସ୍ଵର୍ଗଦ୍ଵାର ନିକଟରୁ ଘଟଣାର ମୁଖ୍ୟ ଆସାମୀ ସୁକୁଟା ଓରଫ ଜୀବନା ନନ୍ଦ ମଲ୍ଲିକକୁ ଗିରଫ କରିଥିଲା । ତେବେ ଆଜି ସୁକୁଟାର ସ୍ବାସ୍ଥ୍ୟ ଯାଞ୍ଚ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଖୁବଶୀଘ୍ର ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ଼ ଏସଡିପିଓ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.