ETV Bharat / state

ଧରାପୃଷ୍ଠକୁ ଆସିବେ ଜଗତଜନନୀ ମା' ଦୁର୍ଗା, ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି - ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ପାଇଁ ଆଜି ଦେବୀଗଡାରୁ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠିଛି । ଅଧିକ ପଢନ୍ତୁ...

ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

author img

By

Published : Aug 31, 2021, 2:28 PM IST

କଟକ: ଆସୁଛି ପାର୍ବଣ ଋତୁ । ଧରାପୃଷ୍ଠରେ ଅବତରଣ କରିବେ ମା’ ଦୁର୍ଗା । ଏନେଇ ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି ସିଲଭରସିଟି କଟକ । ମା ଦୁର୍ଗାଙ୍କ ଆଗମନ ପାଇଁ ଦେବୀଗଡାରୁ ଆଜି ମାଟି ଉଠିଛି । ନିୟମ ଅନୁସାରେ ଗତକାଲି ଜନ୍ମାଷ୍ଟମୀରୁ ମାଟି ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ରୀତିନୀତି ଅନୁଯାୟୀ କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆଜି ମାଟି ଉଠା କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି ।

ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ତେବେ ଆଜି ମାଟି ଉଠିବା ପରେ ପ୍ରଥମେ ମଣ୍ଡପରେ ରହିବ ଓ ଏହାପରେ 10 ରୁ 12 ଦିନ ପରେ ମାଆ ଦୁର୍ଗାଙ୍କ ମୂର୍ତ୍ତି କାମ ଆରମ୍ଭ ହେବା ନେଇ କହିଛନ୍ତି ଶେଖ ବଜାର ପୂଜା କମିଟିର ସମ୍ପାଦକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.