ETV Bharat / state

ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଝଟ୍‌କା, ଆଗୁଆ ଜାମିନ ଆବେଦନର ହେବନି ଶୁଣାଣି

author img

By

Published : Oct 27, 2022, 1:40 PM IST

ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଝଟକା । ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ଆଗୁଆ ଜାମିନ ଆବେଦନ ଶୁଣାଣିର ଆଉ ଆବଶ୍ୟକତା ନାହିଁ କହିଲେ କୋର୍ଟ । ଅଧିକ ପଢନ୍ତୁ

ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଝଟ୍‌କା, ଆଗୁଆ ଜାମିନ ଆବେଦନର ହେବନି ଶୁଣାଣି
ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଝଟ୍‌କା, ଆଗୁଆ ଜାମିନ ଆବେଦନର ହେବନି ଶୁଣାଣି

କଟକ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଝଟକା । ଜଗବନ୍ଧୁଙ୍କ ଆଗୁଆ ଜାମିନ ଆବଦେନର ହେବନି ଶୁଣାଣି । ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ମାମଲାର ଶୁଣାଣିରେ ଆଉ ଆବଶ୍ୟକତା ନାହିଁ । ତେଣୁ ମାମଲା ପ୍ରତ୍ୟାହାର କରିବାକୁ ଆବେଦନକାରୀଙ୍କୁ କହିଛନ୍ତି କୋର୍ଟ । ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଜଗବନ୍ଧୁ ।

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଅର୍ଚ୍ଚନାଙ୍କ ବ୍ଲାକମେଲିଂ କାର୍ଯ୍ୟରେ ଜଗବନ୍ଧୁ ମାଷ୍ଟର ମାଇଣ୍ଡ ଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ କରି ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି IPC ର ଦଫା 354C, 386, 387, 388, 389, 328, 506, 120B, 66/66 ରେ ମାମଲା ରୁଜୁ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.