ETV Bharat / state

ବାଲୁକାକଳାରେ ଶୋଭା ପାଉଛି ଓଡ଼ିଶା ପର୍ଯ୍ୟଟନ

author img

By

Published : Feb 21, 2021, 5:26 PM IST

ଭୁଷୁଡି ପଡିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଟ୍ରାକକୁ ଫେରାଇ ଆଣିବା ଓ ପର୍ଯ୍ୟଟଙ୍କଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସିଦ୍ଧାର୍ଥ ବେହେରା ।

ବାଲୁକା କଳାରେ ଓଡ଼ିଶା ପର୍ଯ୍ୟଟନ
ବାଲୁକା କଳାରେ ଓଡ଼ିଶା ପର୍ଯ୍ୟଟନ

କଟକ: କୋରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ରାଜ୍ୟର ପର୍ଯ୍ୟଟନ । ଓଡିଶା ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ସବୁ ଦିଗରେ ଆଗରେ ରହିଛି ଓଡିଶା । ଏହି ଭୁଷୁଡି ପଡିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଟ୍ରାକକୁ ଫେରିଆଣିବା ଓ ପର୍ଯ୍ୟଟଙ୍କଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସିଦ୍ଧାର୍ଥ ବେହେରା ।

ବାଲୁକା କଳାରେ ଓଡ଼ିଶା ପର୍ଯ୍ୟଟନ

ବାଲୁକା କଳାରେ ଶୋଭା ପାଉଛି ଓଡ଼ିଶା ପର୍ଯ୍ୟଟନ । କୋଭିଡ ଯୋଗୁଁ ଓଡିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ଶୁନ ହୋଇଯାଇଥିଲା । ତେବେ ଲକଡାଉନ ଓ କୋଭିଡ ଧୀରେ ଧୀରେ ହ୍ରାସ ପାଇଲା ପରେ ପର୍ଯ୍ୟଟକଙ୍କ ଆସିବା ଧୀରେ ଧୀରେ ବୃଦ୍ଧି ପାଉଛି । ଯାହାକୁ ଆଖି ଆଗରେ ରଖି ପର୍ଯ୍ୟଟଙ୍କଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ବାଲୁକା କଳାରେ ଓଡିଶାର ପର୍ଯ୍ୟଟନକୁ ସ୍ଥାନ ଦେଇଛନ୍ତି ସିଦ୍ଧାର୍ଥ ।

କିପରି ଓଡିଶା ପର୍ଯ୍ୟଟନ ଦିଗରେ ଆହୁରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ତାହାକୁ ନେଇ ଏହି ବାଲୁକା କଳା କରିଛନ୍ତି । ଏହି ବାଲୁକା କଳା ନିର୍ମାଣ ପାଇଁ ତାଙ୍କୁ 70 ଟନ ବାଲି ଲାଗିଥିବାବେଳେ ପ୍ରାୟ 3ଦିନ ସମୟ ଲାଗିଥିବା କହିଛନ୍ତି ସିଦ୍ଧାର୍ଥ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.