ETV Bharat / state

ଡିଜିଙ୍କ ନବବର୍ଷ ଶୁଭେଚ୍ଛା; କହିଲେ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ଓଡିଶା ପୋଲିସ - Odisha DG Abhay wishto odisha people

ନୂଆବର୍ଷ ଅବସରରେ ଶୁଭ କାମନା ଜଣାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଓଡିଶା ପୋଲିସକୁ ପ୍ରଶଂସା କରିବା ସହ ନୂଆବର୍ଷରେ ଆହୁରି ନିଷ୍ଠାପର ଭାବରେ କାମ କରିବାକୁ ଆହ୍ବାନ ଦେଇଛନ୍ତି ଡିଜି ।

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ
author img

By

Published : Dec 31, 2019, 5:32 PM IST

ଭୁବନେଶ୍ବର: ଆଉ କିଛି ସମୟର ଅପେକ୍ଷା । ଆସିଯିବ ନୂତନ ବର୍ଷ-2020 । ପୁରୁଣା ବର୍ଷକୁ ବିଦାୟ ଦେଇ ଶୁଭ ନବବର୍ଷକୁ ଖୁସିର ସହ ସ୍ବାଗତ କରିବେ ବିଶ୍ବବାସୀ । ଏହି ନୂଆବର୍ଷ ଅବସରରେ ଶୁଭ କାମନା ଜଣାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଓଡିଶା ପୋଲିସକୁ ରାଜ୍ୟବାସୀ ସାହାଯ୍ୟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପୋଲିସ ଡିଜି।

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ

ନୂଆ ବର୍ଷରେ ଏଭଳି ସାହାଯ୍ୟ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଡିଜି । ସେହିପରି ଓଡିଶା ପୋଲିସର କାମକୁ ଡିଜି ପ୍ରଶଂସା କରିବା ସହ ନୂଆବର୍ଷରେ ଆହୁରି ନିଷ୍ଠାପର ଭାବରେ କାମ କରିବାକୁ ଓଡିଶା ପୋଲିସରେ କାର୍ଯ୍ୟରତ ସମସ୍ତଙ୍କୁ ଡିଜି ପରାମର୍ଶ ଦେଇଛନ୍ତି । ସେହିପରି ନୂଆବର୍ଷରେ ରାଜ୍ୟ ସରକାରଙ୍କ ୫ ଟି ଓ ‘ମୋ ସରକାର’ ଯୋଜନାକୁ ଆହୁରି କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଡିଜି ।

ସେହିପରି ଆଜି ଏବଂ ଆସନ୍ତାକାଲି ନୂଆବର୍ଷ ପାଳନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରୀରେ ବ୍ୟାପକ ପୋଲିସ ସହ ଅଫିସର ନିୟୋଜିତ କରାଯାଇଛି । ସେହିପରି କଟକ, ଭୁବନେଶ୍ବର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ଵର ଆଦି ସହର ମାନଙ୍କରେ ମଧ୍ୟ ନୂଆବର୍ଷ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଡିଜି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନୂଆବର୍ଷ ପାଈଁ ଶୁଭ କାମନା ଜଣାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଅଭୟ।ଓଡିଶା ପୋଲିସ କୁ ରାଜ୍ୟ ବାସୀ ସାହାଯ୍ୟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପୋଲିସ ଡିଜି।ନୁଆ ବର୍ଷରେ ଏଭଳି ସାହାଯ୍ୟ ସହଯୋଗ କରିବାକୁ ରାଜ୍ୟ ବାସିଙ୍କୁ ଅନୁରୋଧ କରିଛନ୍ତି ଡିଜି ।ସେହିପରି ଓଡିଶା ପୋଲିସ ର କାମକୁ ଡିଜି ପ୍ରଶଂସା କରିବା ସହ ନୂଆବର୍ଷ ରେ ଆହୁରି ନିଷ୍ଠାପର ଭାବରେ କାମ କରିବାକୁ ଓଡିଶା ପୋଲିସ ରେ କାର୍ଯ୍ୟରତ ସମସ୍ତ ଙ୍କୁ ଡିଜି ପରାମର୍ଶ ଦେଇଛନ୍ତି।ସେହିପରି ନୂଆବର୍ଷ ରେ ରାଜ୍ୟ ସରକାରଙ୍କ ୫ ଟି ଓ ମୋ ସରକାର ଯୋଜନା କୁ ଆହୁରି କଡାକଡି ଭାବରେ କାର୍ୟକାରି କରିବାକୁ ଓଡିଶା ପୋଲିସ ପ୍ରତିଶୃତି ବଧ ବୋଲି ଡିଜି କହିଛନ୍ତି।
ସେହିପରି ଆଜି ଏବଂ ଆସନ୍ତାକାଲି ନୂଆବର୍ଷ ପାଳନ ପାଈଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି।ପୁରୀରେ ବ୍ୟାପକ ପୋଲିସ ସହ ଅଫିସର ନିୟୋଜିତ କରାଯାଇଛି।ସେହିପରି କଟକ ,ଭୁବନେଶ୍ୱର,ପୁରୀ, ସମ୍ବଲପୁର,ବ୍ରହ୍ମପୁର, ବାଲେଶ୍ଵର ଆଦି ସହର ମାନଙ୍କରେ ମଧ୍ୟ ନୂଆବର୍ଷ ପାଈଁ ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ଡିଜି କହିଛନ୍ତି ।

ବାଇଟ - ଶ୍ରୀ ଅଭୟ,ପୋଲିସ ମହାନିର୍ଦ୍ଧେଶକ।
Body:No needConclusion:No need

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.