ETV Bharat / state

ଓସିଏ ନିର୍ବାଚନ: ହସ୍ପିଟାଲରୁ ଭୋଟ ଦେଲେ ଆଶୀର୍ବାଦ - ଓସିଏ ନିର୍ବାଚନ

ଏସସିବି ମେଡିକାଲରୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ
author img

By

Published : Sep 27, 2019, 1:58 PM IST

କଟକ: ଓସିଏ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଏହି କ୍ରମରେ ଏସସିବି ମେଡିକାଲରୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଆଶୀର୍ବାଦ ଭୋଟ ଦେବା ପରେ ଝାରପଡ଼ା ଜେଲ କର୍ମଚାରୀ ସୁନାକର ପ୍ରଧାନ ଉକ୍ତ ବକ୍ସକୁ ଓସିଏ ନିର୍ବାଚନ କମିଶନରଙ୍କୁ ହସ୍ତାନ୍ତର କରିଛନ୍ତି ।

କଡା ସୁରକ୍ଷା ବଳୟ ମଧ୍ୟରେ ଏହି ବାଲାଟ ବକ୍ସକୁ ଓସିଏ ନିର୍ବାଚନୀ କକ୍ଷ ମଧ୍ୟକୁ ଅଣାଯାଇଥିଲା । ତେବେ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଝାରପଡା ଜେଲ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି ନିର୍ବାଚନ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ ସିବିଆଇ ଦ୍ବାରା ଗିରଫ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ଏସସିବି ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେଲେ ପୁର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା । ଝାଡ଼ପଡ଼ା ଜେଲ କର୍ମଚାରୀ ସୁନାକର ପ୍ରଧାନ ଉକ୍ତ ପୋଷ୍ଟାଲ ବାଲଟ କୁ ଓସିଏ ନିର୍ବାଚନ କମିଶନରଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଭୋଟକୁ କଡା ସୁରକ୍ଷା ବଳୟ ମଧ୍ୟରେ ଓସିଏ ନିର୍ବାଚନୀ କକ୍ଷ ମଧ୍ୟ କୁ ଅଣାଯାଇଥିଲା । ତେବେ ଏହି ପ୍ରସଙ୍ଗ ରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି କର୍ମଚାରୀ ।

ସୂଚନାଯୋଗ୍ୟ ଆଶୀର୍ବାଦ ବେହେରା ଅସୁସ୍ଥତା ହେତୁ ଗତକଲି ସେ କ୍ୟାପିଟାଲ ହସ୍ପିଟାଲ ରୁ ଏସିବି ସ୍ଥାନାନ୍ତରିତ ହୋଇଛନ୍ତି ।

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.