ETV Bharat / state

ନର୍ସିଂ ଅଧକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - demand replacement of nursing superintendent

ଏସସିବି ନର୍ସିଂ ଅଧକ୍ଷାଙ୍କୁ ନେଇ ବଢୁଛି ବିବାଦ । ଅଧକ୍ଷାଙ୍କ ବଦଳି ଦାବିରେ ତିନି ଦିନ ଧରି ପାଠପଢିବା ପରିବର୍ତ୍ତେ ଆନ୍ଦୋଳନରେ ବସି ରହିଛନ୍ତି ନର୍ସିଂ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ନର୍ସିଂ ଅଧକ୍ଷାଙ୍କ ବଦଳି ଦାବିରେ ନର୍ସିଂ ଛାତ୍ରଛାତ୍ରୀ

author img

By

Published : Mar 25, 2021, 9:35 AM IST

କଟକ: ଏସସିବି ନର୍ସିଂ ଅଧକ୍ଷାଙ୍କୁ ନେଇ ବଢୁଛି ବିବାଦ । ଅଧକ୍ଷାଙ୍କ ବଦଳି ଦାବିରେ ନର୍ସିଂ ଛାତ୍ରଛାତ୍ରୀ । ତିନି ଦିନ ଧରି ନର୍ସିଂ ଛାତ୍ରଛାତ୍ରୀ ପାଠପଢିବା ପରିବର୍ତ୍ତେ ଆନ୍ଦୋଳନରେ ବସି ରହିଛନ୍ତି । ତେବେ ଅଧକ୍ଷାଙ୍କ ବଦଳି ନିଷ୍ପତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଚେତାବନୀ ଦେଇଛନ୍ତି ନର୍ସିଂ ଛାତ୍ରଛାତ୍ରୀ ।

ନର୍ସିଂ ଅଧକ୍ଷାଙ୍କ ବଦଳି ଦାବିରେ ନର୍ସିଂ ଛାତ୍ରଛାତ୍ରୀ

କେବଳ ଛାତ୍ରଛାତ୍ରୀ ନୁହନ୍ତି ବରଂ କଲେଜର ଜଣେ ଶିକ୍ଷୟତ୍ରୀ ମଧ୍ୟ ଅଧକ୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଅଧକ୍ଷା,ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ଉକ୍ତ କଲେଜର ଜଣେ ଶିକ୍ଷୟତ୍ରୀ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଅଧକ୍ଷା ତାଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ନିଷ୍କର୍ଷ ବାହାରୁନଥିବା ଶିକ୍ଷୟତ୍ରୀ ଜଣକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.