ETV Bharat / state

କଟକ ଓଡ଼ିଆ ବଜାରରେ ମହିଳାଙ୍କ ବେକ କାଟି ହତ୍ୟା

କଟକ ଓଡ଼ିଆ ବଜାରରେ ମହିଳାଙ୍କ ବେକ କାଟି ହତ୍ୟା । ମୃତ ମହିଳା ହେଉଛନ୍ତି ଭି.ଗୁଣା ବତୀ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଲାଲବାଗ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

author img

By

Published : Jul 15, 2022, 6:32 PM IST

କଟକ ଓଡ଼ିଆ ବଜାରରେ ମହିଳାଙ୍କ ବେକକାଟି ହତ୍ୟା
କଟକ ଓଡ଼ିଆ ବଜାରରେ ମହିଳାଙ୍କ ବେକକାଟି ହତ୍ୟା

କଟକ: କଟକ ଓଡ଼ିଆ ବଜାରରେ ମହିଳାଙ୍କ ବେକ କାଟି ହତ୍ୟା । ମୃତ ମହିଳା ହେଉଛନ୍ତି ଭି.ଗୁଣା ବତୀ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଲାଲବାଗ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ । ଘରେ କେହି ନଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ବେକ କାଟି ଦେଇଥିବା କହିଛନ୍ତି ମହିଳାଙ୍କ ସ୍ବାମୀ ।

ମୃତ ମହିଳାଙ୍କ ବୟସ ପ୍ରାୟ 45 ବର୍ଷ ପାଖାପାଖି ହେବ । ତାଙ୍କ ସ୍ବାମୀ ଭି ଆପ୍ପା ରାଓ । ତାଙ୍କର ଗୋଟିଏ ପୁଅ ଓ ଝିଅ ସହିତ ସେ କଟକ ଓଡିଆ ବଜାରରେ ରହୁଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ହତ୍ୟା କିଏ କରିଛି ଓ କାହିଁକି କରିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.