ETV Bharat / state

ଘରୋଇ ଚ୍ୟାନେଲ ନାଁରେ ମାମଲା ରୁଜୁ କଲେ ସାଂସଦ ଅନୁଭବ ମହାନ୍ତି

ଏକ ଘରୋଇ ଚ୍ୟାନେଲ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅପରାଧିକ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ସାଂସଦ।

MP Anubhav Mohanty
ଘରୋଇ ଚ୍ୟାନଲ ନାଁରେ ମାମଲା ରୁଜୁ କଲେ ଅନୁଭବ
author img

By

Published : Oct 8, 2020, 10:40 PM IST

କଟକ: ଗଣମାଧ୍ୟମ ଉପରେ ଭଡକିଲେ ସାଂସଦ ଅନୁଭବ ମହାନ୍ତି । ଏକ ଘରୋଇ ଚ୍ୟାନେଲ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅପରାଧିକ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ସାଂସଦ।

MP Anubhav Mohanty
ଘରୋଇ ଚ୍ୟାନଲ ନାଁରେ ମାମଲା ରୁଜୁ

ଏନେଇ ଦିଲ୍ଲୀ ଜିଲ୍ଲା କୋର୍ଟରେ ସେ ଏକ ମାମଲା ଦାୟର କରିଛନ୍ତି । ମାମଲାରେ ଉକ୍ତ ଚ୍ୟାନେଲର ଏମଡି ଜାଗୀ ପଣ୍ଡା, ରାଧାମାଧବ ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଭିତ୍ତିହୀନ ଖବର ପରିବେଷଣ କରିବା ଅଭିଯୋଗରେ ଅପରାଧିକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

MP Anubhav Mohanty
ଘରୋଇ ଚ୍ୟାନଲ ନାଁରେ ମାମଲା ରୁଜୁ
MP Anubhav Mohanty
ଘରୋଇ ଚ୍ୟାନଲ ନାଁରେ ମାମଲା ରୁଜୁ କଲେ ସାଂସଦ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.