ETV Bharat / state

ଲଗାଣ ବର୍ଷାରେ ଜଳବନ୍ଦୀ କଟକ

ମୌସୁମୀ ଜନିତ ବର୍ଷା ଯୋଗୁଁ କଟକ ସହର ଜଳବନ୍ଦୀ । ପୁରା ସହରରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

author img

By

Published : Aug 6, 2019, 9:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

କଟକ: ପିଛା ଛାଡ଼ୁନି ଜଳବନ୍ଦୀ ସମସ୍ୟା । ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି । ଯାହାକୁ ନେଇ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ସହରବାସୀ । ଏବେ ତ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ସେଥିପାଇଁ ସହରର ଅନେକ ତଳିଆ ଅଞ୍ଚଳରେ ଆଣ୍ଠୁଏ ଲେଖାଁଏ ପାଣି ଜମି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
ଏହି ଦିଗରେ ପ୍ରଶାସନର ସମସ୍ତ ପ୍ରତିଶ୍ରୁତି ଧୁଆଁବାଣରେ ପରିଣତ ହେଇଛି । ତେବେ ଆଗାମୀ ଦିନରେ ସହର ବାସୀଙ୍କ କଣ ପରିସ୍ଥିତି ହେବ ତାହା କେବଳ ଦେଖିବାକୁ ବାକି ରହିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପିଛା ଛାଡ଼ୁନି ଜଳବନ୍ଦୀ ସମସ୍ୟା । ଅସୁରିଏ ବର୍ଷା ହେଲେ ରାସ୍ତା ରେ ଆଣ୍ଠୁଏ ପାଣି । ଯାହାକୁ ନେଇ ନାହିଁନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ସହରବାସୀ । ଏବେ ତ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ସେଥିପାଇଁ ସହର ର ଅନେକ ତଳିଆ ଅଞ୍ଚଳ ରେ ଆଣ୍ଠୁଏ ଲେଖାଁଏ ପାଣି ଜମି ରହିଛି ।

Body:ତେବେ ପ୍ରଶାସନର ଏହି ଦିଗରେ ସମସ୍ତ ପ୍ରତିଶ୍ରୁତି ଧୁଆବାଣ ରେ ପରିଣତ ହେଇଛି । ତେବେ ଆଗାମୀ ଦିନ ମାନଙ୍କରେ ସହର ବାସୀ ଙ୍କ କଣ ପରିସ୍ଥିତି ହେବ ତାହା କେବଳ ଦେଖିବାକୁ ବାକି ରହିଲା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.