ETV Bharat / state

ସାଲେପୁର ନାବାଳିକାକୁ ଦୁଷ୍କର୍ମ ଘଟଣା, 2 ଅଟକ

ପୁଣି ଲଜ୍ଜା । ସାଲେପୁର ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଘଟଣାରେ ଦୁଇଜଣଙ୍କୁ ଅଟକ ରିଖିଛି । ଅଧିକ ପଢନ୍ତୁ...

author img

By

Published : Jan 20, 2021, 11:58 AM IST

Updated : Jan 20, 2021, 1:50 PM IST

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ: ପୁଣି ଲଜ୍ଜା । ସାଲେପୁର ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ଦୁଇଜଣ ଅଟକ ।

ସାଲେପୁର ନାବାଳିକାକୁ ଦୁଷ୍କର୍ମ ଘଟଣା,ଦୁଇଜଣ ଅଟକ

ସୂଚନାନୁସାରେ,ସାଲେପୁର ଅଞ୍ଚଳରେ ଜଣେ ନାବାଳିକାର ହାତ ଗୋଡ ବାନ୍ଧି ଦୁର୍ଷ୍କମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ପରିବାର । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ନେଇ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ ।

ଦୁଇ ଅଭିଯୁକ୍ତ ହେଲେ 35 ବର୍ଷୀୟ ମୁନା କାଣ୍ଡି ଓ 62 ବର୍ଷୀୟ ପପୁ ବେହେରା । ପୋଲିସ ଘଟଣା ନେଇ ଦୁଇଜଣଙ୍କୁ ପଚରାଉଚରା ଜାରି ରଖିଛି । ରାଜ୍ୟରେ ଦିନକୁ ଦିନ ଏପରି ଘଟଣା ଲୋକଙ୍କ ଚିନ୍ତା ବଢାଇଛି । ମହିଳା ଓ ନାବାଳିକାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଚି ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିିଭି ଭାରତ

Last Updated : Jan 20, 2021, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.