ETV Bharat / state

ଏସସିବିରେ ଜଗାବଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା - ଏସସିବିରେ ଜଗାବଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଏସସିବିରେ ଜଗାବଳିଆଙ୍କୁ ଭେଟିବା ପରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା...ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 24, 2019, 7:19 PM IST

କଟକ: ଏସସିବିରେ ଜଗାବଳିଆଙ୍କୁ ଭେଟିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା । ମଙ୍ଗଳବାର ଏସସିବି ମେଡିକାଲ ଗସ୍ତରେ ଆସି ଉଭୟଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ବଳିଆର ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ । ଖୁବଶୀଘ୍ର ବଳିଆ ମଧ୍ୟ ଜଗା ଭଳି ସୁସ୍ଥ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ଜଗାର ସ୍ଵତନ୍ତ୍ର ଯତ୍ନ ଓ ପଢିବା ଦିଗରେ ଆଲୋଚନା ଚାଲିଛି । ସେଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ଖୁବ କମ ଦିନରେ ଏହାର ସମାଧନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜଗାବଳିଆ ଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏସିବି ମେଡିକାଲ ଗସ୍ତ କରି ଉଭୟଙ୍କ ସ୍ୱାସ୍ତ୍ୟ ସମ୍ପର୍କ ରେ ଅଗବତ ହୋଇଛନ୍ତି ମନ୍ତ୍ରୀ । ତେବେ ଵର୍ତମାମ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ବଳିଆ ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ତେବେ ଆଗାମୀ ଦିନରେ ବଳିଆ ସୁସ୍ତ ହେବା ର ଆଶା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ।

ଏହାସହିତ ଜଗା ର ସ୍ଵତନ୍ତ୍ର ଯତ୍ନ ଓ ପଢିବା ଦିଗରେ ଆଲୋଚନା ଚାଲିଛି । କେଉଁ ସ୍କୁଲ ରେ ଜଗା ପଢିବ ଓ କିପରି ତାର ସ୍ୱତନ୍ତ୍ର ଯତ୍ନ ନିଆଯାଇପାରିବ । ସେଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ଡକ୍ଟର ମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ଖୁବ କମ ଦିନରେ ଏହାର ସମାଧନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ବାଇଟ: ଅଶୋକ ପଣ୍ଡା( ମନ୍ତ୍ରୀ )

Body:no need

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.